ଢେଙ୍କାନାଳ ୩୧/୮ (ଆଜତକ ଓଡ଼ିଶା) ଛୋଟ ଏକ ପ୍ରୟାସ ପକ୍ଷରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଲେ ବୃକ୍ଷ ବଣ୍ଟନ କରି ଓ ବୃକ୍ଷକୁ ରାକ୍ଷୀ ବାନ୍ଧି । ଢେଙ୍କାନାଳ ଜିଲ୍ଲାର ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ପକ୍ଷରୁ ପାଳିତ ହୋଇ ଯାଇଛି ରକ୍ଷା ବନ୍ଧନ ଉତ୍ସବ ହିନ୍ଦୋଳ ବ୍ଲକ ବାଉଁଶ ପୋଖରି ପଞ୍ଚାୟତ ନୂଆ କୋଟ ଗ୍ରାମରେ ୫୦ ଜଣ ଦୁଃଖୀ ରଙ୍କି ଲୋକଙ୍କୁ ନୂଆ କପଡ଼ା ବଣ୍ଟନ ସହିତ ଏବଂ ୫୦ ଟି ବୃକ୍ଷ ଚାରା ବଣ୍ଟନ କରାଗଲା ଏବଂ ବୃକ୍ଷକୁ ରାକ୍ଷୀ ବନ୍ଧା ଗଲା ଏମିତି ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବକୁ ପାଳନ କରି ସମାଜକୁ ବାର୍ତ୍ତା ଦେଇଛନ୍ତି ବୃକ୍ଷକୁ ରାଖୀ ବାନ୍ଧି ବୃକ୍ଷ ଆମର ଭାଇ ଦିଏ ଆମକୁ ସୁରକ୍ଷାର ଛାଇ ବୃକ୍ଷ ରୋପଣ କରନ୍ତୁ ଓ ରକ୍ଷା ବନ୍ଧନରେ ବୃକ୍ଷକୁ ରାଖୀ ବାନ୍ଧି ଗଛକୁ ସମ୍ମାନ ଦିଅନ୍ତୁ ।

Post a Comment