ବାଲେଶ୍ବର,୮/୩(ଲକ୍ଷ୍ମୀଧର ବାରିକ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି। ଏହିକ୍ରମରେ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୂତାରଙ୍କ ବଦଳି ହୋଇଛି। ଶ୍ରୀ ସୂତାର ଓସେପାର ଯୁଗ୍ମ ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରକୁ ବଦଳି ହୋଇଛନ୍ତି। ଶ୍ରୀ ସୂତାର ୨ ବର୍ଷ ଧରି ବାଲେଶ୍ବରରେ ଜିଲ୍ଲା ଶିକ୍ଷାଧିକାରୀ ରହିଥିଲେ। ତାଙ୍କ ସ୍ଥାନରେ ପ୍ରତିଭା ମଞ୍ଜରୀ ଦାସ ବାଲେଶ୍ବର ନୂତନ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଯୋଗ ଦେଇଛନ୍ତି। ଶ୍ରୀମତୀ ମଞ୍ଜରୀ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଥିଲେ।

Post a Comment