ମାହାଙ୍ଗା (ଆଜତକ୍ ଓଡ଼ିଶା) ମାହାଙ୍ଗା ବ୍ଲକ ଅଳିଯୋଡ଼ା ସ୍ଥିତ ଜବାହାରଲାଲ ନେହୁରୁ କଲେଜ ବଣୁଆ ଠାରେ କଲେଜ ପରିସରରେ କିଛି ଫଳ ଫୁଲ ଗଛ ଲଗାଇ ବୃକ୍ଷ ରୋପଣ କରାଗଲା ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ହଁ ଜୀବନ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଆମ ପରିବେଶର ସୁରକ୍ଷା ଆମ ହାତରେ ଗଛ ଟିଏ ମାଆ ଟିଏ । ଜ୍ଞାନ ରଞ୍ଜନ ବିଶ୍ୱାଳ ଭାଇଙ୍କର ନେତୃତ୍ୱରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ସୋନାଲି ମହାରଣା, ମାମାଲି ପୃଷ୍ଟି,ତପନ ବେହୁରା ତତ୍ତ୍ଵାବଧାନରେ ଗଛ ବୃକ୍ଷ ରୋପଣ କରାଗଲା ପ୍ରକୃତି ଆମକୁ ବହୁତ କିଛି ଦେଇଛି ଆମର ବି କିଛି ଦାୟିତ୍ୱ ଅଛି ମାଟି ମା ପାଇଁ,ବୃକ୍ଷ ରୋପଣ କରି ପରିବେଶକୁ ସବୁଜ ସୁନ୍ଦର କରିବା ଆମର ଲକ୍ଷ୍ୟ,କାରଣ ବୃକ୍ଷ ରହିଲେ ଆମେ ରହିବା ପରିଶେଷରେ ଗୋଟିଏ ଭାବନା ନେଇ ଆଗକୁ ଚାଲିବା ମାଆ ମାଟି,ଗଛ ଆଉ ସବୁ ପଛ ଆମ ପରିବେଶ ଆମ ଦାୟତ୍ୱ ଆମେ ଏ ପୃଥିବୀ ମା ର ସନ୍ତାନଆମର ଦାୟିତ୍ଵ ଏହାର ସୁରକ୍ଷl ଚାଲନ୍ତୁ ଏକାଠି ହେବାସବୁଜ ପୃଥିବୀ କରିବା ଆସନ୍ତୁ ସମସ୍ତେ ମିଶି ଗଛ ଟିଏ ଲଗାଇବା ପ୍ରକୃତି ମାଆର ସୁରକ୍ଷା ନିମନ୍ତେ ।

Post a Comment