ଜଳେଶ୍ୱର,୨୧/୭ (ଜଗନ୍ନାଥ ଗୋଛାୟତ)ଜଳେଶ୍ବର ଥାନା ଅନ୍ତର୍ଗତ ଗୋପୀମହନପୁର ପଂଚାୟତ ଛମୌଜ ଗ୍ରାମର ଖଗେନ୍ଦ୍ର ନାଥ ପ୍ରାମାଣିକଙ୍କ ଘରେ ଗତକାଲି ରାତିରେ ଚୋରି ହୋଇଥିବା ନେଇ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି ।ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସର ତଦନ୍ତ ଆରମ୍ଭ କରି ସାଇଣ୍ଟିଫିକ ଟିମ ଦ୍ଵାରା ଯାଞ୍ଚ ଆରମ୍ଭ କରିଛନ୍ତି । ଖଗେନ୍ଦ୍ରଙ୍କ ସ୍ତ୍ରୀ ପୁଷ୍ପଲତାଙ୍କ ଆଖି ଜନିତ ଚିକିତ୍ସା ପାଇଁ ୧୫ ଦିନ ତଳେ ବାରିପଦାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଗତ କାଲି ବିଳମ୍ବିତରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ଟଙ୍କା , ଆସବାପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ବାରିପଦାରେ ରହୁଥିବା ଖଗେନ୍ଦ୍ରଙ୍କୁ ଘର କବାଟ ଅଲଗାଥିବାର ଖବର ଦେଇଥିଲେ ପଡୋଶୀ ଲୋକେ ଖଗେନ୍ଦ୍ରଙ୍କ ପରିବାରଲୋକେ ଗାଁକୁ ଆସି ଦେଖିଲାବେଳେ କୁ ଘରୁ ଚୋରି ହେଇଛି ଏନେଇ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।

Post a Comment