ଜଳେଶ୍ୱର ୨୧/୭ (ଜଗନ୍ନାଥ ଗୋଛାୟତ) ଭକ୍ତକବି ଦୀନକୃଷ୍ଣ ଦାସ ଜଳେଶ୍ୱର ସହରର ଅନତୀଦୂର ସୁବର୍ଣ୍ଣରେଖା ନଦୀକୂ ମୁଣୁତୁଣିଆ ଗାଁରେ ଜନ୍ମିଥିଲେ ବୋଲି ପ୍ରକାଣିତ ହୋଇଛି । ତେଣୁ ରାଜ୍ୟର ପ୍ରବେଶଦ୍ୱାର ଜଳେଶ୍ୱର ସହରରେ ଭକ୍ତକବି ଦିନକୃଷ୍ଣ ଦାସଙ୍କ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିୀ ସ୍ଥାପନ ଲାଗି ଦାବି ହୋଇ ଆସୁଥିଲା । ଜଳେଶ୍ୱରର ବିଧାୟକ ତଥା ଭାଷା ସାହିତ୍ୟ, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଚେଷ୍ଟାରେ ଏକ ବ୍ରଞ୍ଚମୂତ୍ତୀ ପୌରପାଳିକା ଅଂଚଳରେ ସ୍ଥାପିତ ହେବାକୁ ଯାଉଛି । ସେହିପରି ଆଧୁନିକ ଓଡିଶାର ନିର୍ମାତା ସ୍ୱର୍ଗତ ବିଜୁବାବୁଙ୍କ ଏକ ପ୍ରତିମୂର୍ତ୍ତି ଜଳେଶ୍ୱର ସହରରେ ସ୍ଥାପନ କରାଯିବାଲାଗି ଦାବି ହେଉଥିବାରୁ ଇଣ୍ଡୋର ଷ୍ଟାଡିୟମ ସମ୍ମୁଖରେ ତାହଳ ପ୍ରତିଷ୍ଠା ହେବବୋଲି ପୌର ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ କହିଛନ୍ତି । ପ୍ରକାଶଯୋଗ୍ୟ ବିଜୁବାବୁଙ୍କ ନାମରେ ଏକ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ହୋଇ ସାରିଛି ।

Post a Comment