ବାଲିଆପାଳ (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅର୍ନ୍ତଗତ ସାଉଡି ଗ୍ରାମ ପଞ୍ଚାୟତ ର ସାଉଡି ୪ ନଂ ୱାର୍ଡର ଆଜି ସକାଳ ୯ ଘଟିକା ସମୟରେ ରୀତି ନୀତି ଅନୁସାରେ ଅଚ୍ୟୁତାନନ୍ଦ ପଟ୍ଟା ୟତ ଙ୍କ ବାସ ଭବନ ଖୋଳା ରେ ତୁଳସୀ ଚଉରା ପ୍ରଯିଷ୍ଟା ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟ କ୍ରମରେ ବ୍ରାହ୍ମଣ ପୂଜା ଅର୍ଚ୍ଚନା କରିବା ସହ ସୂଚାରୁ ରୂପେ କୀର୍ତ୍ତନ ବନ୍ଧୁ ମାନେ ପ୍ରଭୁ ଙ୍କ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ ।

Post a Comment