ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା କୋମନା ବ୍ଲକ ର ମୀରାବାଈ ପାଣିଗ୍ରାହୀ ଙ୍କ ଦ୍ୱାରା ନୁଆଁ ନୁଆଁ କଳାକାର କୁ ଲୋକ ଲୋଚନ କୁ ଆଣିବା ପାଇଁ ଗୋଟିଏ କଲା ଆସର କରିଛନ୍ତି ୧-ମାଁ ଗଙ୍ଗା ସାହିତ୍ୟ ସଂଗଠନ ତରଫରୁ ଏହି ଆସରରେ ବିଭିନ୍ନ ଜିଲ୍ଲାରୁ କଳାକାର ମାନେ ଭାଗ ନେଇ ବହୁତ ସୁନ୍ଦର ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ରୁ ଦୀପ୍ତି ସେଠ୍, ବରଗଡ ଜିଲ୍ଲା ରୁ ବିକ୍ରମ ସାହୁ, ଗୌରବ ଦୀପ,ଜଗସିଂହପୁର ରୁ ରାଜଶ୍ରୀ ସାହୁ,ନୂଆଁପଡା ଜିଲ୍ଲା ରୁ ଅଜିତ୍ ପାଢୀ , କଳାହାଣ୍ଡି ରୁ ପ୍ରହଲ୍ଲାଦ ବିଶ୍ୱାଳ,ବରଗଡ ରୁ ରତିକାନ୍ତ ପଧାନ୍, ଗଞ୍ଜାମ ରୁ ସୁରେଶ ଚନ୍ଦ୍ର ପାଢୀ,କୋମନା ରୁ ଶିବାଠସି ପାଣିଗ୍ରାହୀ, ନୟାଗଡ଼ ରୁ ଦିବ୍ୟପ୍ରକାଶ ନାୟକ, ନୂଆଁପଡା ରୁ ଟିକଚନ ସରମତ,ଶ୍ରୀଯୁକ୍ତ ଅଲେଖ ନାୟକ ନୟାଗଡ଼,ବରଗଡ ରୁ ବୀରେନ୍ଦ୍ର ସଲମା, ନୂଆଁପଡା ରୁ ପ୍ରମୋଦିନୀ ପଣ୍ଡା, ଯାଜପୁର ରୁ ସନ୍ତୋଷ ପରିଜା, ପାରାଦୀପ ଗଡ ରୁ ଲକ୍ଷ୍ମୀ ପ୍ରିୟା ସାହୁ, ନୟାଗଡ଼ ରୁ ଶ୍ରୀ ଅଶୋକ କୁମାର ନାୟକ, ବଲାଙ୍ଗୀର ରୁ ପ୍ରହଲ୍ଲାଦ ଦଣ୍ଡସେନା, ନୂଆଁପଡା ରୁ ରାଜନ ଛତ୍ରିଆ, କଳାହାଣ୍ଡି ରୁ ଦୀନବନ୍ଧୁ ବାଗ୍,ତରଭା ରୁ ରାଧେଶ୍ୟାମ ହରପାଲ, ସୁବର୍ଣ୍ଣ ପୁର ରୁ ତନ୍ମୟୀ ଅଗସ୍ତି,ଜଗସିଂହପୁର ରୁ ରଞ୍ଜିତା ସାହୁ ପ୍ରମୁଖ ଭାଗ ନେଇ ସୁନ୍ଦର ଭାବରେ ପରିବେଷଣ କରି କଳା ଆସର ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Post a Comment