ବାଲେଶ୍ୱର,୧୨/୭ (ଲକ୍ଷ୍ମୀଧର ବାରିକ): ନୀଳଗିରି ବ୍ଲକ ବରହମପୁର ଦୀନବନ୍ଧୁ ହାଇସ୍କୁଲର ଅବସରପ୍ରାପ୍ତ ବିଜ୍ଞାନଶିକ୍ଷକ କୁଳମଣି ନାୟକଙ୍କର ୮୫ ବର୍ଷରେ ଦେହାନ୍ତ ହୋଇଛି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମରଶରୀର ବରହମପୁର ସ୍ଥିତ ବାସଭବନରେ ପହଞ୍ଚି ଥିଲା ପରେ ଶେଷ ଦର୍ଶନ ପାଇଁ ଅନେକ ଛାତ୍ରଛାତ୍ରୀଙ୍କ ଭିଡ ଲାଗିରହିଥିଲା ।ଶ୍ରୀ ନାୟକ ଜଣେ ପରୋପକାରୀ,ମିଷ୍ଠଭାଷୀ,ସ୍ନେହୀ ଓ ମେଳାପୀ ଥିଲେ। ତାଙ୍କର ବିୟୋଗରେ ବରହମପୁର ନୁହେଁ ବଣସୀମା ଅଞ୍ଚଳରେ ଶୋକର ଛାଯା ଖେଳିଯାଇଛି।

Post a Comment