ଜଳେଶ୍ବର ୨୪/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ଅଧିନ ଉପାନ୍ତ ନଛିମପୁର ପଞ୍ଚାୟତ ଦେଉଳା ଗ୍ରାମର ଚାରୁ ମଣି ସିଟଙ୍କ ୭୨ ବୟସରେ ପରଲୋକ ହୋଇଛି।ତାଙ୍କ ସ୍ୱାମୀ ସ୍ୱର୍ଗତ ରମାକାନ୍ତ ସିଟ୍ ୨ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ।ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ରବିବାର ମଧ୍ୟ ରାତ୍ରୀରେ ତାଙ୍କର ବିୟୋଗ ହୋଇଛି।ସେ ତୃଣମୂଳ ସ୍ତରରେ ବାମପନ୍ଥୀ ଦଳର ପ୍ରମୁଖ ସଭ୍ୟ ସହିତ, ଗ୍ରାମାଞ୍ଚଳର ଆଦିବାସୀ ହରିଜନ ଓ ଗରିବ ଲୋକଙ୍କ ହକ ପାଇଁ ଲଢ଼ୁଥିଲେ।ତାଙ୍କ ବିୟୋଗରେ ବାମପନ୍ଥୀ ନେତା ଦିଲ୍ଲୀପ କୁମାର ଗିରି, ଶିଶିର କୁମାର ହୁଇ, ବସନ୍ତ କୁମାର ଦାସ, ରବୀନ୍ଦ୍ର ବାରିକ, ନିଖିଳ ଜେନା, ହାରଧନ ଦାସ, ଶୁଦର୍ଶନ ମାହାନ୍ତି, ରାଧାଶ୍ୟାମ ଦାସ, ଅଜିତ୍ ସେଠୀ, ବ୍ଲକ ସଦସ୍ୟ ବ୍ରଜମୋହନ ପ୍ରଧାନ, ସରପଞ୍ଚ ରାଜେଶ ଜେନା, ସୁଦାମ ପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ଗାଁ ଶ୍ମଶାନରେ ପୁତ୍ର ନରୋତ୍ତମ, ଉତ୍ତମ, ପୁରୁଷୋତ୍ତମ ମୁଖାଗ୍ନୀ ଦେଇଥିଲା ବେଳେ ଶେଷ ଦର୍ଶନ ଲାଗି ଜ୍ଞାତି କୁଟୁମ୍ବ, ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Post a Comment