ବାଲେଶ୍ଵର, ୧୩/୭ (ଲକ୍ଷ୍ମୀଧର ବାରିକ) ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଦୟାନିଧି ମହାପାତ୍ରଙ୍କ ଏକାଦଶାହ ଅବସରରେ ଆଜି ଏକ ରକ୍ତଦାନା ଶିବିର ମହତୀପୁର ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୟାନିଧି ମହାପାତ୍ର ସ୍ମୃତି କମିଟି, ଖଇରା ରକ୍ତଦାତା ସଂଘ ଓ ସମ୍ବାଦ-ଆମଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଖଇରା ରକ୍ତଦାତା ସଂଘର ସଭାପତି ସୌରଭ ମହାନ୍ତିୟ, ଉପ ସଭାପତି ମନୋଜ ପ୍ରଧାନ, ସଂପାଦକ ଅବିନାଶ ପ୍ରଧାନ ଏବଂ ଖଇରା ‘ସମ୍ବାଦ’ ପ୍ରତିନିଧି ଦେବବ୍ରତ ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ବିଶିଷ୍ଟ ଅତିଥି ମୁକୁନ୍ଦ ପ୍ରସାଦ ଫାଉେଣ୍ଡସନ୍ର ସଂପଦକ ତଥା ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ ଏବଂ ସ୍କୁଲ୍ର ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମିଶ୍ର ମିଳିତ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ଆରତୀ ମହାନ୍ତି, ସମାଜସେବୀ ରମାକାନ୍ତ ମହାରଣା, ରାମଚନ୍ଦ୍ର ବିଶ୍ବାଳ, ନିରଞ୍ଜନ ପରିଡ଼ା, ରଶ୍ମିରଞ୍ଜନ ମହାପାତ୍ର, ବିଶ୍ବଜିତ ରାଉଳ, ଦେବାଶିଷ ରାଉଳ, ବିକ୍ରାନ୍ତ ବେହେରା, ସାମ୍ବାଦିକ ଉତ୍କଳବନ୍ଧୁ ପଣ୍ଡା, ନିଶିକାନ୍ତ ମହାନ୍ତିି, ଧନଞ୍ଜୟ ପଣ୍ଡା, ବଳରାମ ଲେଙ୍କା, ସଞ୍ଜୟ ବେହେରା, ନିଶିକାନ୍ତ ମହାନ୍ତି, ମୁକୁନ୍ଦପ୍ରସାଦ ଫାଉଣ୍ଡେସନ୍ର ସଭ୍ୟ ବୁଦ୍ଧିରାମ ପାଣିଗ୍ରାହୀ, ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଦେବାଶିଷ ଦାଶଙ୍କ ନେତୃତ୍ବରେ ବାଲେଶ୍ବର ରକ୍ତକେନ୍ଦ୍ରର ଟେକ୍ନିସିଆନ୍ମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Post a Comment