ଜୟ ଯବାନ ଜୟ କିସାନ


କଳାହାଣ୍ଡି ଧର୍ମଗଡ :(ପ୍ରଦିପ ସେଠିଆ) ଶୁଭାରମ୍ଭ ହେଲା ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ ର ରାଜନୈତିକ ଲଢେ଼ଇ ହେବ , ନବ ନିର୍ମାଣ ସ୍ୱରାଜ କୃଷକ ର ହକ ଓ ଅଧିକାର ଓ ସ୍ୱାର୍ଥପାଇଁ ଆଗାମୀ ସମ୍ଭବନା, ଭୁବନେଶ୍ୱର ଠାରେ ଓଡିଶା ନବ ନିର୍ମାଣ କୃଷକ ସଂଗଠନ ସୌଜନ୍ୟ ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସଭା ରେ ,କଳାହାଣ୍ଡି ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ତଥା ଜୁନାଗଡ଼ ସାଙ୍ଗଠନିକ କର୍ମକର୍ତ୍ତା ଭାବେ ଶ୍ରୀ ଶେଷଦେବ ମଶ୍ରା ଙ୍କୁ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅକ୍ଷୟ କୁମାର ନିଯୁକ୍ତି ପ୍ରଦାନ କରିଥିବାରୁ, କେଲିଆ ଗ୍ରାମର ଚାଷୀ ପୁଅ ଶ୍ରୀ ମଶ୍ରା ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Post a Comment

Previous Post Next Post