ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ ଗ୍ରାମ ଟାଙ୍ଗରୀପଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଙ୍କ ଦ୍ୱାରା ବୃକ୍ଷ ରୋପଣ । ବୃକ୍ଷ ହିଁ ଜୀବନ ଆଧାରରେ ପ୍ରତିବର୍ଷ ଭଳି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀମାନ ହିମସାଗର ଚିନ୍ଦା,ପ୍ରଦୀପ କୁମାର କର, ଲିଙ୍ଗରାଜ ବେହେରା, ପରମେଶ୍ୱର ଜଗତ,ଙ୍କ ପ୍ରୟାସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ଏ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କରାଗଲା ବୃକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା।ସ୍କୁଲର ଛାତ୍ରଛାତ୍ରୀ ବୃକ୍ଷ ହିଁ ଜୀବନ,ଗୋଟିଏ ମଣିଷ କୁ ଗୋଟିଏ ଗଛ,ପରିବେଶ ସୁରକ୍ଷା ଆମରି ହାତରେ ଜନସଚେତନତା ସୃଷ୍ଟି କରିଥିଲେ। ଶିକ୍ଷକ ମାନେ ବୃକ୍ଷ ରୋପଣ ର ଆବଶ୍ୟକତା କାହିଁକି ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।

Post a Comment