କଲମପୁର (ଶରତ ଚନ୍ଦ୍ର ସୁନାନି) କଲମପୁର ଥାନା ଅଞ୍ଚଳରେ କିଛି ଦିନ ତଳେ ଘଟିଯାଇଥିଲା ଏକ ଲଜ୍ୟାକର ଘଟଣା।ଜଣେ ଅପରିଚିତ ବ୍ୟକ୍ତି ଅମାନସିକ ଭାବେ ଏକ ୭ବର୍ଷିୟା ନାବାଳିକା କୁ କରିଥିଲା ଦୁଷ୍କର୍ମ।ଶନିବାର ସନ୍ଧ୍ୟାରେ କଲମପୁର ଥାନା ରେ ପରିବାର ଲୋକେ ଏନେଇ ଏକ ଅଭିଯୋଗ କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ ଜଣେ ୭ ବର୍ଷୀୟ ନାବାଳିକା ଜମିରେ କାମ କରୁଥିବା ତାର ବାପାକୁ ଖାଇବା ଧରି ନେଇ ଦେଇ ଥିଲେ।ବାପା ଙ୍କ ପାଖରେ ଖାଇବା ଦ୍ରବ୍ଯ ଥୋଇଦେଇ,ନିକଟରେ ଥିବା ନଳକୂପ ରୁ ପାଣି ଆଣି ଯାଇଥିବା ସମୟରେ ନାବାଳିକାକୁ ଜଣେ ଅଜଣା ବ୍ୟକ୍ତି ପାଖ ଜଙ୍ଗଲ କୁ ଉଠାଇନେଇ ଦୁଷ୍କର୍ମ କରିଥିଲା।ଏନେଇ ପରିବାର ଲୋକେ କଲମପୁର ଥାନାରେ ଅଭିଯୋଗ କରିଥିଲେ।କଲମପୁର ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ଯୁଗଳ ଶବର ଙ୍କ ନେତୃତ୍ବ ରେ ଏକ ଟିମ୍ ଗଠନ କରି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ।ପ୍ରାଥମିକ ତଦନ୍ତ ପରେ ଝିଅ କୁ ଡାକ୍ତରୀ ପରୀକ୍ଷା ପାଇଁ ଧର୍ମଗଡ କୁ ପଠାଯାଇ ଥିଲା।ପୁଣି ରବିବାର ଦିନ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଙ୍କ ନେତୃତ୍ବ ରେ କଲମପୁର ଥାନା ଅଧିକାରୀ ଯୁଗଳ ଶବର, ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ନାବାଳିକା ର ଗ୍ରାମକୁ ଯାଇ ନାବାଳିକା ଓ ପରିବାର ଲୋକଙ୍କ ବୟାନ ସଂଗ୍ରହ କରିବା ସହ ଅପରାଧୀ କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲେ।ଗାଁ ରେ ଛନ ଭିନ ପରେ ଅଭିଯୁକ୍ତ କୁ ରବିବାର ରାତିରେ ଗିରଫ କରିଥିଲା ପୋଲିସ। ସୋମବାର ଦିନ ଅଭିଯୁକ୍ତ କୁ ଡାକ୍ତରୀ ପରୀକ୍ଷା କରିବା ପରେ କଲମପୁର ଥାନା ରେ ପୋସ୍କୋ ଆକ୍ଟ ୫୬ ମାମଲା ରେ ଏକ କେଶ ରୁଜ୍ଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।

Post a Comment