ଜଳେଶ୍ବର,୧୧/୬(ଜଗନ୍ନାଥ ଗୋଛାୟତ) ଆମ ମଣିଷ ସମାଜକୁ ଅନେକ ନୂଆ ପୁରୁଣା ରୋଗ ଏବେଆମ ଦେହରେ ଦେଖିବାକୁ ମିଳୁଛି ଯାହା କି ଆମ ମଧ୍ୟବିତ୍ତ ପରିବାର ଦୁଃଖୀ ଅସହାୟ ଲୋକ ଅନେକ ବାଟ ଯିବାକୁ ପଡୁଛି କଟକ, ଭୁବେନେଶ୍ୱର ପରି ଅନେକ ବେସରକାରୀ ଡାକ୍ତର ଖାନା ରେ ସାଧାରଣ ମଣିଷ ଏହି ଖର୍ଚ୍ଚ ଉଠାଇପାରୁ ନାହାନ୍ତି ସେଥିପାଇଁ ଅନେକ ଲୋକ ଏଥିରୁ ବଂଚିତ ହେଉଛନ୍ତି | ଏହି ସବୁର ସମାଧାନ ପାଇଁ ଜଳେଶ୍ୱର ରୁ ଆସୁଛନ୍ତି ଆନ୍ତଜାର୍ତ୍ତିକ ଖ୍ୟାତି ସମ୍ପନ୍ନ ଡ଼ା. ପ୍ରଶାନ୍ତ ବାନାର୍ଜୀ ଙ୍କ ଛାତ୍ର ଡାକ୍ତର ଚନ୍ଦନ ଭଞ୍ଜ ସ୍ୱର୍ଣପଦକ ପ୍ରାପ୍ତ ଆନ୍ତଜାତିକ ହୋମିଓପ୍ୟାଥୀ କ୍ୟାନ୍ସର ରିସର୍ଚ୍ଚ ର ସଦସ୍ୟ ଏବଂ ବିଭିନ୍ନ ପ୍ରକାର ରୋଗ ଯେପରି ଗ୍ୟାସ, ଟ୍ୟୁମର ଗ୍ୟାଷ୍ଟିକ, କିଡ଼ନୀ ପଥର, ଥାଇରଏଡ, ଯେ କୌଣସି ଚର୍ମରୋଗ, ଚୁଟିର ସମସ୍ୟା, କେଶ ଛଡ଼ିବା, ଶିରା ରୋଗ, ମୁହଁରେ ବ୍ରଣ, କଳାଦାଗ, ଅର୍ଶ, ବନ୍ଧ୍ୟାଦୋଷ, ସନ୍ତାନ ହୀନତା, ଜରାୟୁରେ ଟ୍ୟୁମର, ହାର୍ଟ ସମସ୍ୟା, ଆଖିର ଦାଗ, ଦୃଷ୍ଟିହୀନତା, ମଦର ନିଶାରୁ ମୁକ୍ତି, ଯୌନ ଦୁର୍ବଳତା, ପାରାଲିସିସ , ଡ଼ିସମେନରିଆ, ବାତ ଏହି ପରି ଅନେକ ରୋଗର ଚିକିତ୍ସା କରାଯାଏ ଡାକ୍ତର ପ୍ରଥମ ଦେଖିଲେ ମାତ୍ର ଏକ ଶହ ରାଶି ଦ୍ଵିତୀୟ ଥର କୌଣସି ରାଶି ଲାଗିବ ନାହିଁ ଏବଂ ଆପଣଙ୍କ ସମସ୍ତ ଔଷଧ ସ୍ୱଳ୍ପଖର୍ଚ୍ଚରେ ପାଇଁ ପାରିବେ | ଗରିବ ଅଶୋହାୟ ବୃଦ୍ଧ ଏବଂ ବୃଦ୍ଧା ମାନଙ୍କ ପାଇଁ ସମ୍ପୂର୍ଣ ମାଗଣା ଚିକିତ୍ସା ପାଇଁ ପାରିବେ ବୋଲି ମେ ଆଇ ହେଲ୍ପ ୟୁ ମୋ ପରିବାର ଜଳେଶ୍ୱର ସାମାଜିକ ସଂଗଠନର ମୁଖ୍ୟ ଜଗନ୍ନାଥ ପରିଡା କହିଛନ୍ତି। ରୋଗୀ ଦେଖିବାର ସମୟ ପ୍ରତ୍ୟେକ ମଙ୍ଗଳବାର ସକାଳ ୮ ଘଟିକା ଠାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ସ୍ଥାନ ଜଳେଶ୍ୱର ବସ ଷ୍ଟାଣ୍ଡ ମେ ଆଇ ହେଲ୍ପ ୟୁ ମୋ ପରିବାର କାଯ୍ୟାଲୟ ଜଳେଶ୍ୱର ଯୋଗାଯୋଗ - 6370634400, 9733080483ଏହି ସୁବିଧାରୁ ନିଜ ପରିବାର ପାଇଁ ସୁଯୋଗ ନେବାକୁ ନିବେଦନ କରିବା ସହିତ ଅନେକ ଦୂର ଦୁରାନ୍ତରୁ ସେବା ପାଇଁ ପାରୁ ନ ଥିବା ରୋଗୀମାନେ ଲାଭ ପାଇପାରିବେ ବୋଲି ଜଣାଇଛନ୍ତି।

Post a Comment