ଜଳେଶ୍ୱର ୨୭/୭ (ଜଗନ୍ନାଥ ଗୋଛାୟତ) ସମ୍ପତ୍ତିଆ ପଂଚାୟର ବାଗପୁଂଜି ଗାଁରେ ଅଳ୍ପନା ଘଡେଇ (୨୩) ନିଜ ନାବାଳିକ ଝିଅକୁ ଧରି ଓ ଘରର କେତେକ ଆସବାପତ୍ର ଧରି ନିଖୋଜ ଥିବା ତାର ସ୍ୱାମୀ ଚନ୍ଦନ ଘଡେଇ ନାମ୍ପୋ ଫାଣ୍ଡିରେ ଅଭିଯୋଗ କରିଛି । ୩ ଦିନ ପୂର୍ବେ ଅଳ୍ପନା ନିଜର ୮ବର୍ଷର ଝିଅକୁ ଧରି ଔଷଧ ଦୋକାନକୁ ଔଷଧ ଆଣିବାଲାଗି ଯାଇଥିଲାବେଳେ ସଂଧ୍ୟା ସୁଦ୍ଧ ଫେରିନଥିଲା । ଝିଅ ସହିତ ମାର ଅନୁପସ୍ଥିତ ଦେଖି ଏବଂ ସନେ୍ଦହ କରି ଚନ୍ଦନ ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହୋଇଥିଲା । କିନ୍ତୁ ଆଳ୍ପନା ଏକ ସ୍ୱୟଂ ସହାୟିକା ଗୋଷ୍ଠିରୁ ୭୦ ହଜାର ଓ ଆବସ ଯୋଜନାରୁ ମିଳିଥିବା ୩୦ ହଜାର ଟଙ୍କା ଧରି ନିଖୋଜ ଥିବାରୁ ଏଥିନେଇ ବହୁ ସନେ୍ଦହ ପ୍ରକଟ ହେଉଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସଂପର୍କରେ ବହୁକଥା ଶୁଣିବାକୁ ମିଳୁଛି ।

Post a Comment