ପଖନମୁଣ୍ଡା ପାଖ ପଣ୍ଡରେନ ସଂରକ୍ଷିତ ଜଙ୍ଗଳ ରେ ଜଙ୍ଗଲି ମଇଁଷି ଙ୍କ ଉତ୍ପାତ


ତୁରେକେଲା (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ୍ ପଖନମୁଣ୍ଡା ପାଖ ପଣ୍ଡରେନ ସଂରକ୍ଷିତ ଜଙ୍ଗଳ ରେ ଜଙ୍ଗଲି ମଇଁଷି ଙ୍କ ଉତ୍ପାତ ଦେଖିବାକୁ ମିଳିଅଛି। ଆଜି ପ୍ରାୟ ୩ ରୁ ୪ ଟା ସମୟ ରେ ଲୋକେ ଗାଈ ଚରାଇବା କୁ ଯାଇ ଥିବା ସମୟରେ ଜଙ୍ଗଲ ମଇଁଷି କୁ ଦେଖି ଭୟଭୀତ ହୋଇ ଥିଲେ,, ପ୍ରାୟ ୪ ରୁ ୫ ଟି ଜଙ୍ଗଲି ମଇଁଷି ଜଙ୍ଗଲ ରାସ୍ତାରେ ଯାଉଥିବା ଲୋକେ ଦେଖି ଥିଲେ। ଜଙ୍ଗଳ ପାରା ସ୍କ୍ୱାର୍ଡ ଶଙ୍କର ତାଣ୍ଡି ଙ୍କ କହିବା ଅନୁସାରେ ଚାରି ଟି ଜଙ୍ଗଲି ମଇଁଷି କଳା ରଙ୍ଗର ରାସ୍ତା ଅତିକ୍ରମକରୁଥିବାର ଚିତ୍ର ସେ ତାଙ୍କ ମୋବାଇଲ ଫୋନ ରେ ରେକର୍ଡ କରି ଛନ୍ତି ସ୍ଥାନୀୟ ଆଞ୍ଚଲ ରେ ଗୋଟେ ପ୍ରକାର ଭୟରେ ବାତାବରଣ ଦେଖିବାକୁ ମିଳିଅଛି। ତୁରନ୍ତ ଜଙ୍ଗଳ ବିଭାଗ ଏହାକୁ ନିୟନ୍ତ୍ରଣ କରି ଘୋଡାଇ ବା ପାଇଁ ସାଧାରଣ ରେ ଦାବି ହୋଇଅଛି।

Post a Comment

Previous Post Next Post