ଜଳେଶ୍ୱର ୨୮/୭ (ଜଗନ୍ନାଥ ଗୋଛାୟତ) ଆଜି ଓଡିଶା ସରକାରଙ୍କ ସ୍ୱଚ୍ଛ ଓଡିଶା, ସୁସ୍ଥ ଓଡିଶା ଯୋଜନାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ ହୋଇଛି । ଅନ୍ୟବର୍ଷ ପରି ଜଳେଶ୍ୱର ପୌରପାଳିକାର ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ନଗରପାଳ ପ୍ରତୀପ କୁମାର ପ୍ରଧାନ ପୌରହିତ୍ୟ କରି ବଡାଖାନା କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀଙ୍କର କାର୍ଯ୍ୟକ୍ରମ ଓ ସଚେତନତା କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଜୟ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମ ଦ୍ୱାରା ସଫେଇ କର୍ମଚାରୀମାନେ ଅଧିକ କାର୍ଯ୍ୟକ୍ଷମ ହେବା ସହିତ ସେମାନଙ୍କ ଅନୁରୋକ୍ତିଲାଗି ପୌରପାଳିକା ପକ୍ଷରୁ ବନ୍ଧୁତ୍ୱ ପୂର୍ଣ୍ଣ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋେଇଥାଏ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତିନିଧି ସତ୍ୟରଂଜନ ଦାସମହାପାତ୍ର, ସାଂସଦ ପ୍ରତିନିଧି ଫାଲଗୁନୀ ପାଣିଗ୍ରାହୀ, ସୁରଜ ଚୌରାସିଆଙ୍କ ସହିତ ସମସ୍ତ କାଉନସିଲ, ସମସ୍ତ ପରିମଳ ସଫେଇ କର୍ମଚାରୀ, ସ୍ୱଚ୍ଛସାଥ. ସୁପର ଭାଇଜର, ବିଓବି ଡ୍ରାଇଭର ଏବଂ ଅଫିସ୍ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment