କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ଗତବର୍ଷ ପରି ଏ ବର୍ଷ ଜୁଲାଇ ମାସରେ ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଧୂମଧାମରେ ପାଳନ କରାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରେସ୍ କ୍ଲବ ଅଫିସରେ ହୋଇଥିଲା। ଚଳିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ସମ୍ମାନିତ ଅତିଥ୍ ଭାବେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସାଂସଦ , ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ, ବରିଷ୍ଠ ସାମ୍ବାଦିକ ରହିବେ । ପ୍ରେସ୍ କ୍ଲବର ନିଜସ୍ବ ଭବନ ପାଇଁ ଆସନ୍ତା ୨୦ ତାରିଖ ରଥଯାତ୍ରା ଦିନ ଭୂମି ପୂଜନ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ତେବେ ଆଜିର ଏହି ପ୍ରସ୍ତୁତି ବୈଠକରେ ପ୍ରେସ୍ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ପାଦକ ଯୁଗଲ କିଶୋର ଶବର, କାର୍ଯ୍ୟକାରି ସଭାପତି ସୁରଦାସ ବାଗ, କୋଷାଧକ୍ଷ ହନି ସିଂ, ସଂଗଠନ ସମ୍ପାଦକ ରୋହନ ମହତ, ଉପସଭାପତି ମନୋଜ ଶର୍ମା, ପରାମର୍ଶଦାତା ଆଶିଷ ଖେତାନ, ଆନନ୍ଦ ମୋଟେ, ଦୁର୍ଗାପ୍ରସାଦ ଗୁପ୍ତା, ଯୁଗ୍ମ ସମ୍ପାଦକ ଅଫିସ ବିସିକେଶନ ମାଝି ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Post a Comment