ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଚାରିଛକ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଶୀତଳ ଅମୃତ ଧାରା ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯାଦବ ମହାସଂଘ ରାଜ୍ୟସଭାପତି ଲିଗାଲ ସେଲ୍ସ ମନୋଜ ହାତୀ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଶୀତଳ ଅମୃତ ଧାରା କୁ ସିଲାନ୍ୟାସ କରିଥିଵାବେଳେ ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଛା ପୂଜା ରେ ବସିଥିଲେ । ମଞ୍ଚ ପରିଚାଳନା କରିଥିଲେ । ପଙ୍କଜ ନାଗ ଅତିଥି ଭାବେ ଜିଲ୍ଲା ଯାଦବ ମହାସଂଘ ସଭାପତି ପରମାନନ୍ଦ ହାତୀ,ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଂଘ ର ସଭାପତି ରାଧେଶ୍ୟାମ କେତକୀ,ବଙ୍ଗୋମୁଣ୍ଡା ଯାଦବ ମହାସଂଘ ସାଧାରଣ ସମ୍ପାଦକ ମୁନିରାମ, ନାଏବ ସରପଞ୍ଚ ଭୁର୍ଷାଗୁଡା ପ୍ରତିମା ବନଛୋର, ଝରିଆଲ ସରପଞ୍ଚ ଭର୍ଧ୍ଵରାଜ ଗହୀର, ଝରିଆଲ ପଞ୍ଚାୟତ ର ସମିତି ସଭ୍ୟ ରାଜୁ ହାତୀ,ବେଲପଡା ସରପଞ୍ଚ ଶରତ ବାଗ, କଳାହାଣ୍ଡି ଜିଲ୍ଲା ଚପ୍ରିଆ ସରପଞ୍ଚ ନରହରି ବାଗ, ଭାସ୍କର ବାଗ, ବାସୁଦେବ ବାଗ, ଦେବକୁମର ବଛା, ସମସ୍ତ ଯାଦବ ମହାସଂଘ ର କର୍ମକର୍ତ୍ତା ମାନେ ଶୀତଳ ଅମୃତ ଧାରା ଲୋକାର୍ପଣ ସମାରୋହ ରେ ସାମିଲ ହୋଇଥିଲେ ।

Post a Comment