ନୂଆପଡା ୧୨।୬:୨୦୨୩ (ପରମେଶ୍ବର ମେହେର) ଭିଜିଲ୍ଲାନ୍ସ ଜାଲରେ ଖଡିଆଳ ଏନଏସି ଜେଇ ପ୍ରେମଚନ୍ଦ ରାଉତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ନୂଆପଡା ଜିଲ୍ଲା ଖଡିଆଳ ଏନଏସି ୱାର୍ଡ ନଂ ୧୨ର ପ୍ରମାନନ୍ଦ ରାଉତଙ୍କୁ ଆବାସ ଗୃହ ପାଇଁ ଲାଞ୍ଚ ଦାବି କରି ଆସୁଥିଲେ ଜେଇ ପ୍ରେମଚନ୍ଦ ।ଏହାକୁ ନେଇ ପ୍ରମାନନ୍ଦ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏହା ପରେ ସୋମବାର ଖଡିଆଳ ପୁଟୁପଡା ସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଧରିଛି । ଏହାସହ ଜେଇଙ୍କ କାର୍ଯ୍ୟାଳୟ ସହ ସରକାରୀ ବାସଭବନ ଓ କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ସ୍ଥିତ ବାସଭବନରେ ଚଢାଉ ଜାରି ରଖିଥିବା ଜଣାପଡିଛି ।

Post a Comment