ମିଳି ମିଶି ସେବା କରିବା ର ବାର୍ଷିକ ଉତ୍ସବରେ ସମ୍ମାନୀତ ହେଲା "ସ୍ରଷ୍ଟା" ଅନୁଷ୍ଠାନ ର ସାଧାରଣ ସଂପାଦକ


ଆଜତକ୍ ଓଡ଼ିଶା : ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସ୍ରଷ୍ଟା" ର ସାଧାରଣ ସଂପାଦକ ଙ୍କୁ ଆସ ମିଳି ମିଶି ସେବା କରିବା ର ବାର୍ଷିକ ଉତ୍ସବରେ ସେବା ସମ୍ମାନ ରେ ଜଗତ ପୁର ଥାନା ଅଧିକାରୀ ସମ୍ମାନିତ କରିଛନ୍ତି। ଏଥିରେ ସ୍ରଷ୍ଟା ର ସାଧାରଣ ସଂପାଦକ ଶ୍ରୀ ସୁବ୍ରତ କୁମାର ଦାଶ , ଯୁଗ୍ମ ସମ୍ପାଦକ ସୋମିତ୍ରୀ ଦାଶ , ମାନସ ନାୟକ, ବିନୋଦ ବିହାରୀ ନାୟକ, ପ୍ରଶାନ୍ତ ଭାଟେକର, ଅନୁପମ ଦାସପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post