ସୁବର୍ଣ୍ଣପୁର (ଗଣପତି ବାଘ) ନିଆଁଲାଗି ଜଳିଗଲା ଚାରି ବଖରା ଘର ଓ ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୂଝାରୀ ସାହାଜବାହାଲ ଗାଁର ଜୁରାବୁନ୍ଦଳି ସାହିର ସୁବଳ ପୂଝାରୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ଚାଷଜମି ନିଆଁରେ ସୁବଳଙ୍କ ୪ ଟି ଚାଳଘର ସହିତ ଗୋଟିଏ ଗାଇ ଗୁହାଳ ଏବଂ ୪୫ ପ୍ୟାକେଟ ଧାନ,୨୦ ପ୍ୟାକେଟ ସାର ,୫ ଏଚପି ମୋଟର ପାଇପ,୨ ଗୋଟି କିରୋସିନି ଚାଳିତ ମୋଟର ସହିତ ଖାଇବା ଚାଉଳ ଓ ଘରର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।କିଛି ଦୁର୍ବୁତ୍ତ ବିଲରେ ନଡ଼ା ପୋଡିବା ପାଇ ନିଆଁ ଲଗାଇଥିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି ।ଖବର ପାଇ ଘଟଣା ସ୍ଥଳକୁ ବିନିକା ଅଗ୍ନିଶମ ବାହିନି ଦୁଇଟି ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲେ ବି ସବୁ ପୋଡି ନଷ୍ଟ ହୋଇଯାଇଥିଲା ।

Post a Comment