ଗୀତା ବିଶ୍ୱାସ ପାଇଲେ ରଫଖାତା ପରିବାର ଆୱାର୍ଡ !


କଟକ,(ଆଜତକ୍ ଓଡ଼ିଶା) କଟକ ଶ୍ରୀରାମଚନ୍ଦ୍ର ଭବନ ଠାରେ ଏସ ନ୍ୟୁଜ ଚ୍ୟାନେଲର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ପ୍ରସନ୍ନ କୁମାର ରାୟ ଯୋଗ ଦେଇଥିଲେ ସମ୍ମାନୀୟ ଅତିଥି ଜଜିଷ୍ଟ ଭିକାରୀ ରାଉତ ଯୋଗ ଦେଇ ଉପସ୍ଥିତ ରହିଥିଲେ ,ସମାଜସେବିକା ଶ୍ରୀମତୀ ଗୀତା ବିଶ୍ୱାସଙ୍କୁ ତାଙ୍କର ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ସମ୍ମାନ ଜଣାଇ ରଫଖାତା ପରିବାର ଆୱାର୍ଡ ସମ୍ମାନ ଦେଇଥିଲେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଶୁଭେଚ୍ଛା ଜଣାଇ,ଗୀତା ବିଶ୍ୱାସ କହିଛନ୍ତି ଏମିତି ସେ ଆଗକୁ ଆହୁରି ଭଲ କାମ କରିବେ ସମାଜ ପାଇଁ ଆଜି ସେ ସମ୍ମାନିତ ହେଲେ ଏହି ସମ୍ମାନ ତାଙ୍କୁ ଉତ୍ସାହିତ କରିବ ସେବା କରିବାକୁ ଏସ ନ୍ୟୁଜ ଚ୍ୟାନେଲର ଆଜି ପଞ୍ଚମ ଜନମ ବାର୍ଷିକ ଉତ୍ସବ ଶୁଭ ଅବସରରେ ଏହି ମୂଲ୍ୟବାନ ଉପହାର ସ୍ୱରୂପ ସମ୍ମାନ ମଞ୍ଚରୁ ଅତିଥିଙ୍କ ହାତରୁ ଗ୍ରହଣ କରି ସେ ବହୁତ ଖୁସି ଅଛନ୍ତି ସମ୍ପାଦକ ପ୍ରସନ୍ନ କୁମାର ଦାଶ ଓ ଆୟୋଜକ ଅନୁଷ୍ଠାନକୁ ସାଧୁବାଦ ଅର୍ପଣ କରିଥିଲେ ଏମିତି ଅନୁଷ୍ଠାନର ଉତ୍ତୋରତ ସଫଳତା ମଙ୍ଗଳ କାମନା କରିଥିଲେ ।

Post a Comment

Previous Post Next Post