ସେବାରତ୍ନ ସମ୍ମାନରେ ସମ୍ମାନିତ ଗୀତା ବିଶ୍ୱାସ


ଭଦ୍ରକ,(ଆଜତକ୍ ଓଡ଼ିଶା) ଭଦ୍ରକ ଧୂସୁରି ବଢ଼େଇ ସାହି ନଦୀଗାଆଁ ସ୍ଥିତ ସିଦ୍ଧ ମହାବୀର ପୀଠରେ ନବ ଜୀବନ ଫାଉଣ୍ଡେସନ ପକ୍ଷରୁ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ଏହି ପବିତ୍ର ଶୁଭ ଦିବସରେ ସାମାଜିକ କର୍ମୀ ଗୀତା ବିଶ୍ୱାସଙ୍କୁ ସେବା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ତାଙ୍କ ସେବାକୁ ସମ୍ମାନ ଜଣାଇ ଶୁଭ ମନାସି ମଙ୍ଗଳ କାମନା କରାଯାଇ,ଗୀତା ବିଶ୍ୱାସ କହିଛନ୍ତି ଏହିଭଳି ପବିତ୍ର ଦିବସରେ ବିଶ୍ୱଶାନ୍ତି ମହୋଉତ୍ସଵରେ ମହାବୀର ପିଠରେ ମହାନ ଅତିଥି ମାନଙ୍କ ହସ୍ତରୁ ସମ୍ମାନ ଗ୍ରହଣ କରି ସେ ନିଜକୁ ଧନ୍ୟ ମନେ କରିବା ସହିତ ଅତ୍ୟନ୍ତ ଖୁସି ଓ ଅନୁଷ୍ଠାନର ମୁଖ୍ୟ ଆୟୋଜକ ଶ୍ରୀ ଶ୍ରୀ ମହେଶ୍ବର ଦାଶ ମହାରାଜ,ମାନସ ରଞ୍ଜନ ସାହୁଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ ଆଗକୁ ଏମିତି ସେବା କାର୍ୟ୍ଯ ସମାଜ ପାଇଁ ଜାରି ରହିବ ।

Post a Comment

Previous Post Next Post