ପାଟଣାଗଡ : (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଖୁଟୁଣାପାଣି ସାଧନ କେନ୍ଦ୍ରସ୍ଥ ଖୁଟୁଣାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ଯକ୍ରମ ସାଧନ କେନ୍ଦ୍ର ସଂଯୋଜକ ଅନାଦି ବିଶିଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ର ଉଦ୍ଦେଶ୍ଯ ଅନୁସାରେ ୨୦୨୬ ମସିହା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ କେମିତି ପଢି ଲେଖି ତଥା ବୁଝି ପାରିବେ ଓ ସଂଖ୍ଯା ସମ୍ବନ୍ଧୀୟ ନ୍ଯୂନତମ ଜ୍ଞାନ ହାସଲ କରି ପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ। ବ୍ଯାବହାରିକ ଜ୍ଞାନ ବା ପ୍ରୟୋଗ ମାଧ୍ଯମରେ ଅନେକ କିଛି ଛାତ୍ରଛାତ୍ରୀ ଶିଖି ପାରିବେ । ପିତାମାତା ତଥା ପରିବେଶ ଶିକ୍ଷଣରେ ବିଶେଷ ସହାୟକ ହୋଇ ପାରିବେ। ଏ କାର୍ଯ୍ଯକ୍ରମରେ ଖୁଟୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଲାଲଚନ ବଗର୍ତୀ, ବରାହମୁଣ୍ଡା ର ପ୍ରଧାନ ଶିକ୍ଷକ ଜଗନ୍ନାଥ ହୋତା , ଝସକେତନ ସେଠ, ସହକାରୀ ଶିକ୍ଷୟତ୍ରୀ ଚମ୍ପାବତୀ ବାଗ, ସୁଦାମ ଭୋଇ , ଉପେନ୍ଦ୍ର ଧରୁଆ , ତଥା ପରିଚାଳନା କମିଟୀର ସଦସ୍ଯ/ସଦସ୍ଯା ଓ ଗ୍ରାମବାସୀ ଯୋଗଦେଇଥିଲେ।

Post a Comment