ବଙ୍ଗୋମୁଣ୍ଡା : (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ଖ୍ରୀଷ୍ଟିଆନ ଲୋକଙ୍କୁ ନେଇ ସତ୍ୟମାର୍ଗ ପାଷ୍ଟରେଟ, ବଠର୍ଲା ଷାଠିଏ ଦଶକରେ ସ୍ଥାପିତ ହୋଇଛି । ଦୀର୍ଘ ବର୍ଷ ହେବ ଏହାର ବାର୍ଷିକ ସାଧାରଣ ସଭା ହେଉ ନ ଥିବାବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି । ଶୀଘ୍ର ଓ ଧାର୍ଯ୍ୟ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ କରିବାକୁ ସେମାନେ ଦାବୀ କରିଛନ୍ତି । ପ୍ରତି ଦୁଇ ବର୍ଷ ବ୍ୟବଧାନରେ ନିର୍ବାଚନ ହେବାର ନିୟମ ରହିଛି ଅଥଚ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ଅଭିଯୋଗ ହେଉଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସାଧାରଣ ସଭା ଆୟୋଜନ କରି ନିର୍ବାଚନ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

Post a Comment