ଭାରତୀୟ ରେଡ଼କ୍ରସ ତରଫରୁ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


କୋରାପୁଟ/ ସେମିଲିଗୁଡା : (ଆଜତକ୍ ଓଡ଼ିଶା ) ରାଜୁପୁଟ ପଞ୍ଚାୟତ ଅନ୍ତର୍ଗତ ମୁଖିବିଡ଼େଇ ଗ୍ରାମରେ ଭାରତୀୟ ରେଡକ୍ରସ କୋରାପୁଟ ଜିଲ୍ଲା ଶାଖା ତରଫରୁ ଅସହାୟ ଦୁଃଖୀ ଗରୀବ ଶ୍ରେଣୀର ୨୭ ପରିବାର ବର୍ଗଙ୍କୁ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀଙ୍କ ଉପସ୍ଥିତତିରେ ଥାଳି ଗିନା ଗ୍ଲାସ ଛୋଟ ହାଣ୍ଡି ଚଟୁ ପ୍ଲେଟ ସାବୁନ ତେଲ ଗାମୁଛା ଏକ ସେଟ ଏବଂ ଛୋଟଛୋଟ ପିଲାଙ୍କୁ ବିସ୍କୁଟ ଚୋକଲେଟ ଦାନ୍ତକିଲି ପ୍ରାଦନ କରିବା ସହ ଅଂଶୁଘାତରୁ ରକ୍ଷା କିପରି ମୁକାବିଲା କରାଯିବ ସଚେତନ କରିବା ସହ ଲିପପ୍ଲେଟ କାନ୍ଥ ବାଡ଼ରେ ମରାଗଲା । ଉପସ୍ଥିତ ଥିଲେ ଶେଖ ଇବ୍ରାହିମ ସାଇଦା ବାରବିନ ଦୁର୍ଗା ପ୍ରସାଦ ପାତ୍ର ସଦାମିନୀ ସାହୁ ବିଜୟ କୁମାର ପାତ୍ର ଶାନ୍ତିଲତା ପାତ୍ର ଆଶା ୱାର୍ଡମେମ୍ବର ପଞ୍ଚାୟତ ସାଧନା ବ୍ୟକ୍ତି ଧନପତି ସୁପିଆ ସୋମନାଥ ମୁର୍ଜା ଧନ ହନ୍ତାଳ ଉପସ୍ଥିତ ଥିଲେ । ଗ୍ରାମବାସୀ ଅତି ସୁନ୍ଦର ସହଯୋଗ କରିଥିବାରୁ ମୁଖିବିଡେଇ ଗ୍ରାମବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି ।

Post a Comment

Previous Post Next Post