ବଙ୍ଗୋମୁଣ୍ଡା/ସିନ୍ଧେକେଲା (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୂର୍ବତନ ବ୍ଲକ ଅଧକ୍ଷା ଶୋଭାମଣି ଛୁରା ଙ୍କ ବିୟୋଗ ଗତ ତା ୬/୬/୨୦୨୩ମଙ୍ଗଳବାର ଭୋର ୪ଟା ବେଳକୁ ଛୁରା ଙ୍କ ବିୟୋଗ ତାଙ୍କର ସିନ୍ଧେକେଲା ସ୍ଥିତ ବାସଭବନରେ ହୋଇ ଥିଲା। ସେ ଦୀର୍ଘ ୨ ବର୍ଷ କାଳ ଅସୁସ୍ଥତା ହେତୁ ଜୀବନ ସଂଗ୍ରାମ କରୁଥିଲେ। ମ୍ରୃତ୍ୟୁ ବେଳକୁ ତାଙ୍କର ବୟସ ପାଖାପାଖି ୭୫ ବର୍ଷ ହୋଇ ଥିଲା। ତାଙ୍କର ସ୍ବାମୀ ଏବଂ ଚାରି ପୁଅ ବୋହୂ ତଥା ଝିଅ ଜ୍ବାଇଁ ସମସ୍ତେ ତାଙ୍କର ମ୍ରୃତ୍ୟୁ ସମୟରେ ଉପସ୍ଥିତ ଥଲେ। ନିଜ ର ସଂପର୍କୀୟ ତଥା ଗ୍ରାମ ର ଶତାଧିକ ଲୋକେ ତାଙ୍କର ଶବ ଯାତ୍ରା ରେ ସାମିଲ ହୋଇଥିଲେ। ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ ଶ୍ରୀମତୀ ଶୋଭାମଣୀ ଛୁରା ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ଯକ୍ଷା ରହି ଥିଲେ। ସେ ଜଣେ ମିଷ୍ଟଭାଷି ଓ ମେଳାପୀ ମହିଳାନେତ୍ରୀ ହିସାବ ରେ ଅଂଚଳ ରେ ସୁପରିଚିତ ଥିଲେ । ତାଙ୍କ ବିୟୋଗ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Post a Comment