ବିଦ୍ୟୁତ୍ ଟ୍ରାନ୍ସଫର୍ମ ଅନ୍ୟସ୍ତ୍ର ସ୍ତାନାସ୍ତରିତ କରିବା ପାଇଁ ଦାବୀ


କଣ୍ଟାମାଳ ୧୮/୦୬ (ମନଧର କର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ର ଲୋଇସିଙ୍ଗ ଗ୍ରାମର କୁଞ୍ଜଲତା ଜାଲ ଙ୍କ ନିଜ ଘରବାରି ପଟାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମ ଥିବାରୁ। ପରିବାର ଲୋକ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ବିଭାଗୀୟ ଅଧିକାରୀ ଙ୍କୁ ଅନେକ ଥର ଅନ୍ୟସ୍ତର ସ୍ତାନାସ୍ତରିତ ପାଇଁ ଗୁହାରୀ କରୁଥିଲେ ମଧ୍ୟ ତାଙ୍କର କଥା କେହି କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ କରୁଛନ୍ତି। ବୌଦ୍ଧ ବିଦ୍ୟୁତ୍ ବିଭାଗ ତୁରନ୍ତ ଅନ୍ୟସ୍ତର ସ୍ତାନସ୍ତରିତ କରିବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

Post a Comment

Previous Post Next Post