ଜାତିଆଣ ଭେଦ ଭାବ କୁ ନେଇ ପିଟି ପିଟି ହତ୍ୟା ଅଭିଯୋଗ


କଣ୍ଟାବାଞ୍ଜି (ମୋହନ ସୁନା) ଗତ ତା ୧୭/୦୬/୨୦୨୩ ଶନିବାର ଦିନ ସନ୍ଧ୍ୟା ସମୟରେ ମୁରିବାହାଲ ବ୍ଲକ ର ଖଲିଆପାଲି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଗୁଣନିଧି ବାଗ ବୟସ ୧୫/୧୬ ହେବ ଦଶମ ଶ୍ରେଣୀ ଛାତ୍ର କୁ ସେହି ଗାଁ ର ରାଜପୁତ ତଥା ପାଇକ ଲୋକ ମାନେ , ସାଗରରେ ଗାଧୁଆ ଘାଟ ରେ ଗଣ୍ଡ ଗୋଲ କରି ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତିି  ପାରିବାର ଲୋକେ। ଗାଁ  ମାନଙ୍କରେ ଜାତିଆଣ ଭେଦ ଭାବ ଲାଗି ରହିଥିବାରୁ ନିରୀହ ଜୀବନ ଗୁଡିକ ଚାଲି ଯାଉଛି । 

Post a Comment

Previous Post Next Post