ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠୀତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଶତାଧିକ ଲୋକଙ୍କ ବ୍ଲଡ଼ ପ୍ରେସର୍, ଡାଇବେଟିସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଗତ ସମସ୍ୟାର ସମାଧାନ କରାଯାଇଥିଲା ଏବଂ ଔଷଧ ବଣ୍ଟନ କରାଯାଇଥିଲା ! ସ୍ୱାସ୍ଥ୍ୟ ମେଳା ରେ ହରଭଙ୍ଗା ଡାକ୍ତରଖାନା ରେ ମୁଖ୍ୟ ଡାକ୍ତର ଶ୍ରିମନ୍ତ ସ୍ୱାଇଁ , ଧଳପୁର ଡାକ୍ତରଖାନାର -ଡାକ୍ତର ଏ ମ ଶିବା ନନ୍ଦ , ସୁପର ଭାଇଯର -ପ୍ରାଣଶ୍ୱର୍ ପ୍ରଧାନ ,ଡାଟା ମ୍ୟାନେଜର -ସୌରଭ ଗାଇଗୌରିୟା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଜ୍ଞାନ ପ୍ରକାଶ ପାଣଗ୍ରାହୀ' ପି ଏଚ ଓ -ଅନିତା ପ୍ରଧାନ,ମହିଳା ସ୍ବାସ୍ଥ୍ୟ ଅଧିକାରୀ- କବିତା ପ୍ରଧାନ ,ଫର୍ମା ସିଷ୍ଟ -ଧନଞ୍ଜୟ ମହା କୁଡ଼ ,ଯକ୍ଷ୍ମା ସୁପିଚାଳକ -ଦେବବ୍ରତ ମେହେର ଓ ମଥୁରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ

Post a Comment