ଜଳେଶ୍ୱର, ୦୨/୦୫ (ଜଗନ୍ନାଥ ଗୋଛାୟତ) ଫରାସୀ ବିପ୍ଳବର ଶତ ବାର୍ଷିକୀ ପାଳନ ଅବସରରେ ମଇ ପହିଲା ଦିବସକୁ ଶ୍ରମିକ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଇଥିବା ବେଳେ ଜଳେଶ୍ୱର ଷ୍ଟେସନ ସମ୍ମୁଖରେ ଶିକ୍ଷକ ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମଇ ଦିବସ ପାଳନ କରାଯାଇଛି । ସଭା ପୂର୍ବରୁ ଏକ ବାଇକ ଓ ଟୋଟୋ ରାଲି ସହର ପରିକ୍ରମା କରି ସଭା ସ୍ଥଳରେ ପହଂଚିଥିଲା । ଏହି ସଭାରେ ଅଜିତ ଦାସ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଦିଲ୍ଲୀପ ଗିରି, ଶିତାଂଶୁ ସେନାପତି, ଖଗେନ୍ଦ୍ର ନାଥ ସାହୁ, ଦିପ୍ତୀମାନ ଆଚାର୍ଯ୍ୟ, ବଂଶୀଧର ବାରିକ,ଜିତାଂଶୁ ନନ୍ଦୀ, ଗଣେଶ ପାତ୍ର, ଡ. ଲଳିତ ରଂଜନ ସେନାପତି, ଅଜିତ ମହାନ୍ତି, ଭାସ୍କର ମିଶ୍ର, ପଲ୍ଟୁ ଦାସ, ରବିନ୍ଦ୍ର ବାରିକ, ଦିଲ୍ଲୀପପରିଡା, ସୁମନ୍ତଘୋଷ, ଭାଗବତ ପରିଡା, ଅଶୋକ ଜେନା, ପ୍ରକାଶ ଦେ, ଇଷାନୀ ଷଢଙ୍ଗୀ, ପୂର୍ଣ୍ଣ ସିଂ, ଅଜୟ ପଲାଇ, ନିତ୍ୟାନନ୍ଦ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପୂର୍ବରୁ ଲାଲପତାକା ଉତୋଳନ କରାଯାଇଥିଲା ।

Post a Comment