ଖଡ଼ିଆଳ (ଆଜତକ୍ ଓଡ଼ିଶା) ତୃତୀୟ ପ୍ରଯ୍ୟାୟ ରେ ମଙ୍ଗଳବାର ଦିନ ସାରା ରାଜ୍ୟରେ ୫ଟି ସ୍କୁଲ ରୂପାନ୍ତରଣ ହେଉଥିବା ବେଳେ ନୂଆପଡା ଜିଲ୍ଲାରେ ୫୮ ଗୋଟି ହାଇ ସ୍କୁଲ ରୂପାନ୍ତରଣ ହୋଇ ଲୋକାର୍ପିତ ହୋଇଛି । ଖଡ଼ିଆଳ ବ୍ଲକ ଚଲାନପଡା ରାମ ନାଥ ଉଚ୍ଚ ବିଦ୍ୟାପୀଠ ବିଦ୍ୟାଳୟର ପ୍ରତିଷ୍ଠାତା ଦୁଃଖ ଭଞ୍ଜନ ସିଂ ବାରିକ ଯୋଗଦାନ କରି ଉଦଘାଟନ କରିଥିଲେ । ସୂଚନା ଥାଉକି ଏହି ଚଳାନ ପଡା ରାମନାଥ ଉଚ୍ଚ ୫ ଟି ରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ସାରା ରାଜ୍ୟ ରେ ଲୋକାର୍ପିତ କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲା କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଜୀବ ଠାକୁର ଓ ସହକାରୀ ଶିକ୍ଷକ ବିରେନ୍ଦ୍ର ନନ୍ଦ ,ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ବଟ କୃଷ୍ଣ ବାରିକ ଓ ବର୍ତ୍ତମାନ ର ନୂତନ ମନୋନୀତ ସଭାପତି ଶ୍ରୀରାମ ସମରେନ୍ଦ୍ର ସିଂ ବାରିକ ପ୍ରତିନିଧିତ୍ବ କରିଥିଲେ । ରାମନାଥ ଉଚ୍ଚ ବିଦ୍ୟାଳୟ ଲୋକାର୍ପଣ କାର୍ଯ୍ୟକ୍ରମ ରେ କମିଟି ସଦସ୍ୟ ପ୍ରଶାନ୍ତ କୁମାର ବାରିକ , ଶିକ୍ଷକ ଫକୀର ମୋହନ ଦାସ, ଗୋପାଳ ଚନ୍ଦ୍ର ଯୋଶୀ, ସନତ କୁମାର ମୁଣ୍ଡ,ହୀରାଲାଲ ରଣା, ଦିନନାଥ ସାହୁ, ଖେଳ ଶିକ୍ଷକ ରାଜ କପୁର ବାରିକ, କମଳାକାନ୍ତ ଚଳାନ, ଲିଙ୍ଗରାଜ ବେହେରା, ଶୁରେଶ ମାଝୀ , ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ପରମେଶ୍ୱର ବାରିକ ସମେତ ୧୦୦ଉର୍ଦ୍ଧ୍ୱ୍ୱ ଛାତ୍ରଛାତ୍ରୀ ଓ ଅଭିଭାବିକା ଅଭିଭାବକ ଉପସ୍ଥିତ ଥିଲେ ।

Post a Comment