ଭବାନୀପାଟଣା ୨୭/୦୫ (ଶ୍ୟାମସୁନ୍ଦର ମାଝୀ) ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀଯୁକ୍ତ ଦୁତିୟ ବନଛୋର ଙ୍କ ତତ୍ୱବଧାନରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଲଦି ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମର ମା ଠାକୁ ରାଣୀ ଯୁବକ ସଂଘ ପକ୍ଷରୁ ତୃତୀୟ ପର୍ଯ୍ୟୟ ଆନ୍ତର୍ଜାତୀୟ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଆମ୍ବଗୁଡ଼ା ଗ୍ରାମ ର ଛାତ୍ର ଛାତ୍ରୀ ଏବଂ ଯୁବ ଯୁବତୀଙ୍କୁ ନେଇ ଜଳ ସଂରଣକ୍ଷଣ ଚିତ୍ରାଙ୍କନ ପ୍ରତଯୋଗିତା କାଯ୍ୟ କ୍ରମ କରାଯାଇ ଥିଲା ପୃଥିବୀ ପୃଷ୍ଠରେ ବଞ୍ଚିବା ରହିବାକୁ ହେଲେ ଜଳର ବହୁତ ଆବଶ୍ୟକତା ଅଛି । ଆମ ଭବିଷ୍ୟତ ପୀଢ଼ି ମାନଙ୍କ ପାଇଁ ଜଳ ସଞ୍ଚୟ କରିବା ନିହାତି ଜରୁରୀ ଅଟେ । ଜଳ ସଞ୍ଚିଲେ ଜୀବନ ବଞ୍ଚିବ,ଜଳ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ଲୋକମାନଙ୍କୁ ସଚେତନ କରି ଜଳ ସଞ୍ଚୟ କରିବା ପାଇଁ ଶପତ ପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଜାତୀୟ ଯୁବ ସ୍ୱେଚ୍ଛା ସେବୀ ରାହୁଲ ତାଣ୍ଡି (ଛବି) ଗ୍ରାମ ସାଥୀ ଉମେଶ ସରାଫ , ସଦାନ୍ଦ ପାତ୍ର , ବୈଈବ ସୂତ ବଗର୍ତ୍ତି ,ରହି ସହଯୋଗ କରିଥିଲେ । ଶେଷରେ ଶ୍ରୀ ତାଣ୍ଡି ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ଛାତ୍ରଛାତ୍ରୀ ଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment