ଭବାନୀପାଟଣା ୦୨/୦୫ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଭାରତ ପାରାୟଣ ଉପଲେକ୍ଷେ ସଂଧ୍ୟା ସମୟ ରେ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଗରିବ ,ନିରୀହ ଲୋକଙ୍କୁ ଚପଳ, ଛତା,ବସ୍ତ୍ର ସହ ବିଭିନ୍ନ ପ୍ରକାର ଘରୋଈ ସାମଗ୍ରି ପ୍ରଦାନ କରିଥିଲେ । ଏଥିରେ ଗୋଲାମୁଣ୍ଡା ଜଗନ୍ନାଥ ଧାମ ସେବାୟତ ମୁଖ୍ୟଅତିଥି ଭାବେ ଧୀରେନ୍ଦ୍ର କୁମାର ନାଏକ ,ସମ୍ମାନୀୟ ଅତିଥି ଭାବେ ଜୁନାଗଡ ବିରଞ୍ଚି ନାରାୟଣ ପଣ୍ଡା ଙ୍କ ସହ ପରିବାର ଉପସ୍ଥିତି ରେ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ନିଆର ରୂପରେ ୫୧ଜଣ ଙ୍କୁ ଘୋରୋଇ ଉପକରଣ ଦେଇଥିବାରୁ ସାଧାରଣ ମହଲରେ ଖୁସୀର ଲହରୀ ଦେଖିବାକୁ ମିଳିଛି।ପୂର୍ବରୁ ସେ ରକ୍ତଦାନ, କରୋନା ମହାମାରୀ ସମୟରେ ସଚେତନତା କାର୍ଯ୍ୟକ୍ରମ, ଗରିହ ଅସହାୟ ଙ୍କୁ ସହାୟତା, ଭଳି ଅନେକ କାର୍ଯ୍ୟକ୍ରମ କରିଛନ୍ତି । ତାଙ୍କ ଜୀବନରେ ଏମିତି ସବୁଦିନ ଲୋକଙ୍କ ସେବାରେ ଥିବି ବୋଲି ସୂଚନା ଦେଇଛନ୍ତି । ଏହି ପରିପେକ୍ଷୀରେ ଲୋକେ ଭୂରୀ ଭୁରୀ ପ୍ରଶଂସା କରିଥିଲେ।

Post a Comment