ଜଳେଶ୍ଵର,୦୨/୫ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ସଞ୍ଜୟ କୁମାର ରାଉତ କାର୍ଯ୍ୟରୁ ଅବସର ନେବା ପରେ ତାଙ୍କ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ନୂତନ କାର୍ଯ୍ୟଭାର ନେଇ ଥିବା ରାଜଲକ୍ଷ୍ମୀ ମହାନ୍ତି , ରାଜକିଶୋର ଦାସ, ଲୁସନା ସିଂ, କବିତା ସିଂ, ପଦ୍ମଲୋଚନ ବେହେରା, ସୁମନ୍ତ କିସ୍କୁ, କମଲ ମାଝୀ, ରତିକାନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀ ରାଉତଙ୍କ ପ୍ରଶାସନିକ ସେବା, କୃଷି ଓ କୃଷକ ଲାଗି ଦରଦ,ଉତମ ବ୍ୟବହାର ସବୁଦିନ କୃଷି ବିଭାଗ ସବୁଦିନ ମନେ ରଖିବ ବୋଲି ବକ୍ତବ୍ୟ ରେ କହିଥିଲେ।

Post a Comment