ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ସରକାର ଜନସାଧାରଣଙ୍କୁ ମାଗଣା ରେ ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ଓ ମାଗଣାରେ ଔଷଧ ବିତରଣ ପାଇଁ ନିରାମୟ ଯୋଜନା ବ୍ୟବସ୍ତା ରହିଥିଲେ ମଧ୍ୟ୍ୟ ରୋଗୀକୁ ଔଷଧ ଦିଆନଯାଇ ପେଟି ପେଟି ଔଷଧ ଫୋପଡା ହେଉଛି ଜାତୀୟ ରାଜପଥ କଡରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ର ମାଧପୁର ଛକ ଠାରୁ ଦଶପଲ୍ଲା ରାସ୍ତା ର ୧କିଲୋମିଟର ଆଗକୁ ଗଲେ ଏକ ପୋଲ ତଳେ ଉକ୍ତ ଔଷଧ ପେଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ସମୟ ରେ କିଛି ପ୍ରତକ୍ଷ ଦର୍ଶୀ ଙ୍କ କହିବା ଅନୁଯାଇ ରବିବାର ସନ୍ଧ୍ୟା ସମୟରେ ବୌଦ୍ଧ ପଟୁ ଏକ କାରଦ୍ରୁତ ଗତି ରେ ଆସି ପୋଲ ନିକଟରେ ଅଟକି କାର ଭିତରୁ ୮/୯ ପେଟି ଝାଡାସିରପ ଏବଂ କ୍ରୁମି ସିରପ, ସାଲାଇନ ବୋତଲ, ଭିଟାମିନ, ସିରାଫ, ଟାବଲେଟ, ଓ଼ଆର ଏସ, ଗ୍ଳୋବ୍ସ, ଇଞ୍ଜକ୍ସନ, ସିରିଞ୍ଚ, ଇତ୍ୟାଦି ପେଟି ପୋଲ ତଳକୁ ଫୋପାଡୁ ଥିବାର ଦେଖିବା କୁ ପାଇଥିଲେ । ପରେ ଗାଡିଟି ସମସ୍ତ ଜିନିଷ ଫିଙ୍ଗି ବୈାଦ୍ଧ ପଟକୁ ହଟାତ ଫେରି ଆସିଥିବା ଜଣାପଡିଛି । ହେଲେ ସରକାର ମାଗଣାରେ ରୋଗୀକୁ ଔଷଧ ଯୋଗାଇ ଦେଉଥିଲେ ସୁଧା ଡାକ୍ତର ଖାନାରେ ପେଟି ପେଟି ଔଷଧ ରୋଗୀ ପାଇବା ବଦଳ ରେ ଖତ ଖାଉଛି । ଫିଙ୍ଗା ଯାଇଥିବା ଓଷଧ ଗୁଡାକର ଏକ୍ସପାଏର୍ ୨୦୧୪ ମସିହା ରେ ସରିଯାଇଥିଲେ ସୁଦ୍ଧା ମେଡିକାଲ ଭିତରେ ୯ବର୍ଷ ହେଲା ରଖା ଯାଇଥିଲା କିପରି ବୋଲି ସାଧାରଣ ରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟପ୍ରତି ଏକ ପ୍ରଶ୍ନ ଉଠୁଛି । ସବୁଠାରୁ ଆଶ୍ଚର୍ୟ୍ଯ ରକଥାହେଲା ଏକ୍କପାଏର ର ୯ବର୍ଷପରେ ଔଷଧ ଆଣି ଏହି ଜଂଗଲ ମଧ୍ୟରେ ଫିଂଗିବାରକାରଣ କ, ଣ ଏବଂ ଏତେବର୍ଷ ହେଲା ରଖିଥିଲେ କେଉଁଠାରେ। ଯାହା ଜଣାପଡୁଛି ଏହି ଔଷଧ ପେଟି ଗୁଡିକ ସ୍ଥାନୀୟ ମେଡିକାଲ କିମ୍ବା ଆଡେଣୀଗଡ ମେଡିକାଲରୁ ଅଣାଯାଇ ଏଠାରେ ଫୋପାଡି ଥିବାର ଅନୁମାନକରାଯାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି

Post a Comment