ଭବାନୀପାଟଣା: ୨୩/୦୪ (ଶ୍ୟାମସୁନ୍ଦର ମାଝୀ) ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଲେତେର ଗାଁ ରେ ବିଦ୍ୟୁତ ଆଘାତ ହୋଇ ଜଣେ ମୃତ୍ୟୁ ବରଣ କରିଥିଲେ । ମୃତକ ଜଣକ ହେଲେ ଲେତେର ଗ୍ରାମର ମହେନ୍ଦ୍ର ଛତ୍ରିଆ ଙ୍କ ପୁଅ ମକର ଛତ୍ରିଆ ବୟସ (୪୨) ସୂଚନା ଯେ ମକର ଗାଁ ନିକଟରେ ଥିବା ଟ୍ରାନ୍ସଫରମର ରେ ଫ୍ୟୂଜ ବାନ୍ଧିବା ସମୟରେ ହଠାତ ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇ ଅଚେତ ହୋଇଯାଇଥିଲେ।ଏହାପରେ ପରିବାର ଲୋକେ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ଙ୍କୁ ଜଣାଇଥିବାରୁ ଶ୍ରୀ ଅଗ୍ରୱାଲ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ସଙ୍ଗେ ସଙ୍ଗେ ଧର୍ମଗଡ ଉପଖଣ୍ଡ ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Post a Comment