ଭବାନୀପାଟଣା ୨୫/୦୪ (ଶ୍ୟାମସୁନ୍ଦର ମାଝୀ) କର୍ଲାମୁଣ୍ଡା: ସମ୍ବଲପୁର ସହର ରେ ଗତ କିଛି ଦିନତଳେ ହିନ୍ଦୁ ମାନଙ୍କୁ ମୁସଲମାନ ମାନେ ଆକ୍ରମଣ ତଥା ହତ୍ୟା କରିଥିବା ଘଟଣାକୁ ନେଇ ଦଙ୍ଗା ସୃଷ୍ଟି ହୋଇଥିଲା । ଏହାର ବିରୋଧରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ବ୍ଲକ ପ୍ରମୁଖ ସୁଶାନ୍ତ ମଲ୍ଲିକ ଏବଂ ବିଶ୍ଵ ହିନ୍ଦୁ ପରିଷଦ ବ୍ଲକ ସଂଯୋଜକ ମୁରଲୀଧର ରଣା, ଙ୍କ ଆହ୍ୱାନ କ୍ରମେ ଅଞ୍ଚଳ ର ହିନ୍ଦୁ ସମାଜ ପକ୍ଷରୁ ଶାନ୍ତି ଶୃଙ୍ଖଳା ଭାବେ କର୍ଲାମୁଣ୍ଡା ଦୁର୍ଗା ମଣ୍ଡପ ଠାରୁ ଶୋଭାଯାତ୍ରା ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବିଡିଓ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଚୂଳ ମଣି ସାହୁ , ଗୋବିନ୍ଦ ଶଙ୍କର ସାହୁ, ସଂଜୟ ଜୈନ,ଗଣେଶ କୁମାର,ଡୋଲ ଭୋଇ,ସୁଭ୍ରାଶୁ ସାହୁ, ମହେନ୍ଦ୍ର ପ୍ରଧାନୀ,ଦୁଣ ସାହୁ, ଓଁକାର ସାହୁ,ସିଲୁ ଭୋଇ, ରୋହିତକୁମାରମିଶ୍ର,ବିଶିକେଶନ ସେଠ, ନିତ୍ୟାନନ୍ଦ ସାହୁ, ରାଜେଶ କୁମାର ଅବେଲ ସୁନା, ଅଞ୍ଚଳର ସମସ୍ତ ହିନ୍ଦୁ ସୁରକ୍ଷା ସମିତି ସଦସ୍ୟ ଏବଂ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ର ସତାଧିକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳ ର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ଦେଇଥିଲେ ।

Post a Comment