ସୋନପୁର (ସର୍ଜନ କୁମାର ପାଣ୍ଡେ) ଏପ୍ରିଲ ଏକ ରୁ ସାତ ପର୍ଯ୍ୟନ୍ତ ଦୁର୍ଘଟଣା ମୁକ୍ତ ସପ୍ତାହ ପାଳନ ଅବସରରେ ଆଜି ମହିଳା ଡିଗ୍ରୀ ମହାବିଦ୍ୟାଳୟ, ବିନିକା ରେ ମହାନଦୀ ଯୁବ ସଙ୍ଗଠନ ତରଫରୁ ସଡକ ସୁରକ୍ଷା ନିମନ୍ତେ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ଶ୍ରୀ ମୀନକେତନ ପଧାନ ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆୟୋଜିତ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପବିତ୍ର କୁମାର ସାହୁ IIC ବିନିକା ଥାନା, ଶ୍ରୀଯୁକ୍ତ ରଞ୍ଜୟ କୁମାର ନାଏକ ସହ ମହାନଦୀ ଯୁବ ସଂଗଠନ ର ସଭାପତି ପ୍ରକାଶ ଅଗ୍ରୱାଲ,ମହାବିଦ୍ୟାଳୟ ର ଟ୍ରଷ୍ଟି ସଭାପତି ଶ୍ରୀଯୁକ୍ତ ହିମାଂଶୁ ତ୍ରିପାଠୀ, ସମ୍ପାଦକ ଶ୍ରୀଯୁକ୍ତ ବିକାଶ କୁମାର ମହାନ୍ତି ରୋଡ଼ ସେଫଟି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପିକା ମନୀଷା ଭୋଇ,ଓଡ଼ିଆ ବିଭାଗ ଭୂମିସୁତା ପଧାନ, ଇଂରାଜୀ ଅଧ୍ୟାପକ ପଦ୍ମଲୋଚନ ସା, ଡି ଇ ଓ ବ୍ରଜରାଜ ଥାନାପତି, ବାର୍ତ୍ତାବହ କବିତା ଖେତୀ ସହ ବହୁ ଶିକ୍ଷାର୍ଥୀ ଉପସ୍ଥିତି ରହିଥିବାବେଳେ ମୁଁ ଉପସ୍ଥିତ ରହି କିଛି ସଚେତନତା ର ବାର୍ତ୍ତା ଦେବାର ସୁଯୋଗ ସହ ନିଜେ ମଧ୍ୟ IIC ବିନିକା ଙ୍କ ଠୁ କିଛି ନୂଆ କଥା ଜାଣିବାର ସୁଯୋଗ ପାଇଥିଲି ।ଶେଷରେ ଭାଇସ ପ୍ରିନ୍ସପାଲ ଅର୍ପିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment