ଭବାନୀପାଟଣା: ୨୩/୦୪ ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା କୃଷି ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ସମ୍ମାନିତ ଅତିଥିଭାବେ ଆଇନଜୀବି ଶ୍ରୀ ଥବିର ସାହୁ,କୁସୁମଖୁଣ୍ଟି ଏସ,ଡି,ଓ ପଣ୍ଡା ସାର,ପୂର୍ବତନ ସରପଞ୍ଚ ଡ଼ୁମେରଗୁଡା,ଶ୍ରୀ ସୁରେଶ ଭଇଁସାଲ,ଶ୍ରୀ ଦୟାନିଧି ମାଝୀ,ଶ୍ରୀ ଚିତ୍ତରଞ୍ଜନ ବେହେରା,ଧର୍ମଗଡ ବ୍ଲକ ର ସମସ୍ତ ଭି.ଏ.ଡବ୍ଲୁ ଓ ସମସ୍ତ କୃଷକ ସାଥି ସହିତ କେରମୁଣ୍ଡା ଗ୍ରାମର ଅନେକ କୃଷକ ମାନେ ଯୋଗଦେଇଥିଲେ । ଅତିଥିମାନେ ମଞ୍ଚାସିନ ହୋଇ ଚାଷୀ ମାନଙ୍କୁ ଚାଷ ବିଷୟରେ ଅନେକ କିଛି କହିଥିଲେ । ଧର୍ମଗଡ ଅଞ୍ଚଳ ର ଅନେକ ଚାଷୀ ଅଛନ୍ତି । ସେମାନେ କିଛି ବି ସରକାରୀ ବ୍ୟବସ୍ଥା ପାଇ ପାରିନାହାନ୍ତି । ଏହି ଅଞ୍ଚଳରେ,ଧାନ ଚାଷ, କରଲା,ଟମାଟୋ,ବାଇଗଣ,କୋବି, ଭେଣ୍ଡି ଆହୁରି ଅନେକ ଚାଷ ଅଛି । ଚାଷୀମାନେ ଚାଷ କରୁଛନ୍ତି ହେଲେ କାରଣ ସେମାନେ ସୁବିଧା ପାଇ ପାରୁନାହାନ୍ତି । ପୁଣି କୃଷି ବିଭାଗ ର ଅଧିକାରୀ ମାନେ ଆଗମିଦିନରେ ସବୁକିଛି ସୁବିଧା ପାଇ ପାରିବେ ବୋଲି ମତ ରଖିଥିଲେ ।

Post a Comment