ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶ୍ରୀରାମ ଗାଁର ଫାଇନାଲ ରେ ଶ୍ରୀରାମ ସହିତ କୁଣ୍ଡାବୁଟୁଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଶ୍ରୀରାମ ଦଳ ଚମତ୍କାର ଖେଳ ଯୋଗୁ ବିଜୟ ଲାଭ କରି ଥିଲେ ଫାଇନାଲ ମେଚ ଟିକୁ ରୁପରଞ୍ଜନ ବେହେରା ଜିତୁ ବେହେରା ପରିଚାଳନା କରି ଥିଲେ ଏହି ମେଚ ରେ ଜମଖୁଣ୍ଟା ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଶ୍ରୀଯୁକ୍ତ ଦ୍ରୋର୍ଣ୍ଣସେନ ବେହେରା, ଅବସର ପ୍ରାପ୍ତତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାଧବ ମହାନ୍ଦ , ରିସିଗାଁ ଶିକ୍ଷକ ଗୋବିନ୍ଦ ବେହେର ୱର୍ଡ ମେମ୍ବର କଳାକାଁହୁ ବେହେରା ଭୋଦେବ ବେହେରା ବଡ଼ ପୁଟେଲ ସଦାଶିବ ବେହେରା , ସୁଦାମ, ତେଜବନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment