ହରଭଙ୍ଗା : ୯/୪ (ସୁଶାନ୍ତ କୁମାର ବେହେରା) ଓଡ଼ିଆ ବାସୀଙ୍କ ଵାର ମାସରେ ତେର ପର୍ବ ପାଳନ କୁ ନେଇ ହରଭଙ୍ଗା ବ୍ଲକ ଆଡେଣିଗଡ଼ ଠାରେ ଚୈତ୍ର ଦଣ୍ଡ ଯାତ୍ରା ଏକ ଅନନ୍ୟ ପରମ୍ପରା ରେ ଖ୍ୟାତି ଅର୍ଜନ କରିଛି!ଆଜି କୁ ଦୀର୍ଘ ୫ ବର୍ଷ ହେବ ଆଡେନିଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ଙ୍କ ମହା ମିଳନ ସାଙ୍ଗକୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ମିଲନ ଦେଖିବାକୁ ମିଳେ ।ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ରବିବାର ଦିନ ଏହି ମହା ପଞ୍ଚଶମ୍ଭୁ ଙ୍କ ମହା ମିଳନ ଦେଖିବାକୁ ମିଳିଛି। ଏହି ମହା ମିଲନ ରେ ବୌଦ୍ଧ ଜିଲ୍ଲା ର କେଳାକଟା , ବିସିପାଲି , ସରଧାପୁର , ରାଣୀଗଞ୍ଜ ଓ ଅନଗୁଳ ଜିଲ୍ଲା ନଗାଁ କୁ ଧରି ପଞ୍ଚ ଶମ୍ଭୁ ମିଳନ ହୋଇଛି!ଆଜି ପ୍ରଥମେ ପଞ୍ଚ ଶମ୍ଭୁ ଆସି ଗ୍ରାମରେ ପହଁଚିଲା ପରେ ଗ୍ରାମରେ ଥିବା ମହାଦେବ ମନ୍ଦିର ବେଢା ଭ୍ରମଣ,ଏହି ମହାମିଳନ ରେ ।ଗ୍ରାମର ମୁଖିଆ,-ଦ୍ରୋଣ ସାହୁ, ପ୍ରମୋଦ ସାହୁ, ଚିତ୍ତରଞ୍ଜନ ସାହୁ, ଦେବରାଜ ସାହୁ, ଟୁଟୁ ଦାସ, ବିରାଜ ବାରିକ।ପ୍ରଥମେ ସବୁ ଦଣ୍ଡ ପାର୍ଟି ଆସି ଗ୍ରାମର ଶିବ ମନ୍ଦିର ରେ ବେଢ଼ା ପରିକ୍ରମା କରିବା ପରେ ଗ୍ରାମର କୁଞ୍ଜ ମଣ୍ଡପ କୁ ଆସି ବେଢ଼ା ପରିକ୍ରମା ସହିତ ଗ୍ରାମରେ ବନ୍ଦନା ଘେନି, ଗ୍ରାମରେ ପ୍ରବେଶ କରିଥିଲେ!।ପରେ ଗ୍ରାମ ତରଫରୁ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଦିପ୍ରହରରେ ଧୂଳିଦଣ୍ଡ ,ଓ ସନ୍ଧ୍ୟା ସମୟରେ ଶିବ ମନ୍ଦିର ପ୍ରାଙ୍ଗଣରେ ପୁଣି ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲେ , ସନ୍ଧ୍ୟା ପୂଜା ପରେ ରାତିରେ ପୁଣି ସିଡ଼ି ଅନୁସାରେଷୋଳ ସୁଅଙ୍ଗ ନୃତ୍ୟ ପରିବେଷଣ ଓ ପଞ୍ଚଶମ୍ଭୁ ଙ୍କ ମହମିଲନ ଦେଖିବାକୁ ମିଳିଥିଲା। ଏହି ମହାମିଳନ ଦେଖିବାକୁ ପାଇଁ ଆଖ ପାଖ ର ପ୍ରାୟ ୧୦ ଖଣ୍ଡ ମୌଜା ସହ ସହ ର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଶେଷରେ ସବୁ ଦଣ୍ଡ ପାର୍ଟି କୁ ଗ୍ରାମ ତରଫରୁ ପୁରସ୍କାର ସହିତ ମାନପତ୍ର ଦେଇ ବିଦାୟ ଦିଆଯାଥିବା ଜଣାପଡିଛି!ଏହି ପଞ୍ଚ ଶମ୍ଭୁ ମହାମିଳନ ରେ ଗ୍ରାମର ସଭାପତି- ଦ୍ରୋଣ ଚନ୍ଦ୍ର ସାହୁ, ସମ୍ପାଦକ -ପ୍ରମୋଦ ସାହୁ ଚିତ୍ତରଞ୍ଜନ ସାହୁ ଦେବ ରାଜ ସାହୁ, ଟୁଟୁ ଦାସ, ବିରାଜ ବାରିକ ଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Post a Comment