କଳାହାଣ୍ଡି (ଆଜତକ୍ ଓଡ଼ିଶା) ରାଜ୍ୟ ରେ ବିଭିନ୍ନ ସ୍ଥାନରେ ରୋଗୀ ମାନଙ୍କୁ ରକ୍ତ ଯୋଗାଇବା ସହ ରକ୍ତ ଦେଇ କଳାହାଣ୍ଡି ଜିଲ୍ଲାରେ ସେ ବିପଦର ବନ୍ଧୁ ନା ରେ ପରିଚିତ ସେହିପରି ରକ୍ତଦେବା ଓ ଯୋଗାଇବା ସହ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରିବା ଆଉ ଚାରା ବିତରଣ କାର୍ଯ୍ୟକ୍ରମ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏମିତି ବିଭିନ୍ନ ସେବା କରି ରାଜ୍ୟ ରେ ବହୁତ୍ ଲୋକଙ୍କ ସାହାଯ୍ୟ କରିଥାନ୍ତି ସେ ରାଜ୍ୟ ର 'ସୋସିଆଲ ଏକ୍ଟିବିଷ୍ଟ ଅଫ କଳାହାଣ୍ଡି' ସଙ୍ଗଠନରେ ମଧ୍ୟ ଜଡିତ ରହିଛନ୍ତି । ବର୍ତମାନ ସେ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଙ୍ଗଠନରେ ରେ ଜୁନାଗଡ଼ ବ୍ଲକ ର ଉପ ସଭାପତି ସ୍ଥାନ ରେ ଅଛନ୍ତି ଓ ରାଜ୍ୟ ସମାଜସେବୀ ମହାସଂଘ ରେ ରାଜ୍ୟ ସହାୟକ ସମ୍ପାଦକ ଓ ସଂଯୋଜକ ସ୍ଥାନ ରେ ଅଛନ୍ତି । ନିଜର ଦୈନିକ କାର୍ଯ୍ୟ ସହ ପ୍ରତିଦିନ ଗରିବ ଲୋକ ମାନଙ୍କର ସମସ୍ୟା ସହ ସରକାରୀ ଯୋଜନାର ବିଫଳତାକୁ ନେଇ ସେ ବ୍ଲକ ପ୍ରଶାସନ କୁ ଭେଟି ସମସ୍ୟା ସମାଧାନ କରିଥାନ୍ତି ଗରିବ ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନ କୁ ଜଣାଇ ଅସହାୟ ମାନଙ୍କୁ ସହତ୍ୟାର ର ବାଟ ଦେଖେଇ ଥାନ୍ତି । ସ୍ୱଷ୍ଟିଦୀପଙ୍କ ଘର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ହୋଇଥିବା ବେଳେ ତାଙ୍କର ଏହି ସମାଜ ସେବା ମନୋଭାବକୁ ନେଇ ଏବେ ବିଭିନ୍ନ ଜାଗାରେ ପ୍ରଶଂସା କରାଯାଉଛି ।

Post a Comment