ହରଭଙ୍ଗା :୨୭/୩ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମହାଲିକ ପଡା ରେ ଶୁଣ୍ଢୀ ସମାଜ ର ଏକ ସାଧାରଣ ବୈଠକ ଗତକାଲି ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା , କୁଟୀଝାର , ମହାଳିକପଡା , ସଂକୁରି , ତଳଗାଁ , ଗୋଛାବାରୀ , ଗଣ୍ଡିସର , ତେନ୍ତୁଳି ପଦର, ଅଡ଼େନିଗଡ଼ି , ରାଣୀଗଞ୍ଜ , ଚାରିଛକ , ଉପରିକଟା , ପୁରୁଣାକଟକ , ଛତ୍ରଙ୍ଗ , ଖରଭୂଇଁ ,ବରଝୁଲି , ଝାରଖମଣ ଆଦି ଗ୍ରାମର ଶୁଣ୍ଢୀ ସମାଜ ଉପସ୍ଥିତ ରହିଥିଲେ। ସମାଜ ରେ ସଶକ୍ତି , ସମୃଦ୍ଧି,ଶୁଣ୍ଢୀ ସମାଜ ଗଠନ ଉପରେ ଆଲୋଚନା କରାଯାଇଥିଲା। ପୂର୍ବରୁ ବିଭିନ୍ନ ପ୍ରାନ୍ତୟ ସ୍ତରରେ ଥିବା ସମସ୍ତ ଶୁଣ୍ଢୀ ସମାଜ କୁ ଏକ ସୁଦୃଢ ଶୁଣ୍ଢୀ ସମାଜ ଗଠନ ପାଇଁ ଉପସ୍ଥିତ ସମସ୍ତେ ମତ ପ୍ରକାଶ କରିଥିଲେ।

Post a Comment