ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ସେବା ସମବାୟ ସମିତି ରେ ବ୍ୟାଙ୍କିଙ୍ଗ ଓ କୃଷି ଋଣ ମେଳା ନୂତନ ସମବାୟ ସମିତି ଗୃହ ନିର୍ମାଣ ହେବାକୁ ଥିବା ସ୍ଥାନରେ ଭୂମି ପୂଜାଉତ୍ସବ ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେବୌଦ୍ଧ -କନ୍ଧମାଳ ସମବାୟ ସମିତି ର ଉପନିବନ୍ଧକ ଯୁଗୋଳ କିଶ୍ବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ସମ୍ମାନିତ ଅତିଥିଭାବେ କୋପରିଟି ର ଇନ୍ସପେକ୍ଟର,ସ୍ଥାନୀୟ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମିତି ସଭ୍ୟ ତଥା ସେବା ସମବାୟ ସମିତିର ସଭାପତି ରଶ୍ମିତା ମହାକୁଡ଼, ସମ୍ପାଦକ ସଞ୍ଜୟ ଗାଈଗୋଉରିଆ, ପୁରୁଣା କଟକ ସମବାୟ ସମ୍ପାଦକ ପ୍ରଦୀପ ଅମାତ, ତିଲେଶ୍ୱର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, ଲୁଣିବାହାଲ ସମ୍ପାଦକ ସଂଜୀବ ପ୍ରଧାନ ସମୂହ ମଂଚାସୀନ ଥିବାବେଳେ କୃଷି ଋଣ ଦ୍ୱାରା ଚାଷୀ ମାନେ କିପରି ଉପକୃତ ହେଇ ପାରିବେ ତା ନେଇ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା। ତତ ସହିତ କେତେକ ସଫଳ କୃଷକ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରି କୃଷିରୁଣ ପ୍ରଦାନ କରାଯାଇଥିଲା।

Post a Comment