ଭବାନୀପାଟଣା:୧୫/୩ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଙ୍ଘ ପକ୍ଷରୁ ତହସିଲଦାର ନ ଥିବାରୁ ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଆଦିବାସୀ ମାନଙ୍କ ୧୨ ଦଫା ଦାବିପତ୍ର ସମ୍ବଳିତ ଦାବିପତ୍ର ମଙ୍ଗଲବାର ପ୍ରଦାନ କରାଯାଇଛି । ସକାଳ ଦଶ ଟାରେ କେସିଙ୍ଗା ସାନପଡା ରୁ ତହସିଲ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା ବାହାରିଥିଲା । ଏଥିରେ ସହ ସହ ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ନକଲି ଆଦିବାସୀ ମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଆଦିବାସୀ ନାମ ନେଇ ଯେଉଁ ଲୋକମାନେ ବିଭିନ୍ନ ସରକାରୀ ସରକାରୀ ସୁବିଧା ନେଉଛନ୍ତି । ସେହି ନକଲି ଆଦିବାସୀ ଙ୍କୁ ଗିରଫ କରିବା ପାଇଁ ଦାବୀକରିଥିଲେ । ତହସିଲଦାର ଅନୁପସ୍ଥିତିରେ ଦାବିପତ୍ର ଦାବିପତ୍ର କେସିଙ୍ଗା ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରେରଣ କରିଥିଲେ । ଏହି ରାଲିରେ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ଋତୁରାଜ ମାଝୀ, ଲକ୍ଷଣ ଭୋଇ, ଦୟାନିଧି ମାଝୀ, ବିଷ୍ଣୁ ପୁଝାରି, ଗୋବର୍ଦ୍ଧନ ଶବର,ଶ୍ୟାମସୁନ୍ଦର ମାଝୀ,ମଣ୍ଟୁ ମାଝୀ, ହେମନ୍ତ ମାଝୀ,କେସିଙ୍ଗା ବ୍ଲକ ଆଦିବାସୀ ସଙ୍ଘ ସଭାପତି ଶେଷଦେବ ମାଝୀ,ସମ୍ପାଦକ ସୁରେଶ ଶବର, କେସିଙ୍ଗା ନଗର କମିଟି ସଭାପତି ସଦା ମାଝୀ,ଓ ସଙ୍ଘ ର ଅନ୍ୟାନ୍ୟ ପଦାଧିକାରୀ ମାନେ ସାମିଲ ହେଇଥିଲେ । ନକଲି ଆଦିବାସୀ କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆଦିବାସୀ ସଙ୍ଘ ଆଇନ କୁ ନିଜ ହାତକୁ ନେବେ ବୋଲି ସଙ୍ଘ ର ପଦାଧିକାରୀ ମାନେ ଚେତାବନୀ ଦେଇଛନ୍ତି ।

Post a Comment