ସିନାପାଲି,(ପରମେଶ୍ବର ମେହେର) ସ୍ୱାମୀ ପରିତ୍ଯକ୍ତା ଅସହାୟ ମହିଳାଙ୍କୁ ମେହେର ସମାଜ ତରଫରୁ ଆବଶ୍ଯକ ଶାଢ଼ି ଆଦି ବ୍ଯବହାର୍ଯ୍ଯ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ା ବାପ ଛେଉଣ୍ତ ତଥା ସ୍ୱାମୀ ପରିତ୍ଯକ୍ତା ଗଣ୍ତାବାହାଲି ଗ୍ରାମର ଏହି ଅସହାୟ ମହିଳା ସରସ୍ୱତୀ ମେହେରଙ୍କ ଦ୍ୱିତୀୟ ବିବାହ ଅବସରରେ ନୂଆପଡ଼ା ଜିଲ୍ଲା ମେହେର ସମାଜ ଏବଂ ଗଣ୍ତାବାହାଲି ଗ୍ରାମ୍ଯ ସମାଜ ତରଫରୁ ତାଙ୍କ ଘରକୁ ଯାଇ ଉକ୍ତ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ଏଥି ସହ ସମାଜ ତରଫରୁ ସଂପୃକ୍ତ ମହିଳାଙ୍କ ଉଜ୍ଜଳ ଭବିଷ୍ଯତର କାମନା କରାଯାଇଛି । ଏହି ଅବସରରେ ସମାଜର ନୂଆପଡ଼ା ଜିଲ୍ଲା କମିଟିର ସାଧାରଣ ସଂପାଦକ ସୁରେଶ୍ୱର ମେହେର, ସଂପାଦକ ରୂପେଶ ଚଂଦ୍ର ମେହେର, ସଚ୍ଚିଦାନନ୍ଦ ମେହେର, ଯୁବ ସଂଯୋଜକ ଆଲୋକ ମେହେର ଓ ଉପଦେଷ୍ଟା ରାହାସ ବିହାରି ମେହେରଙ୍କ ସହ ଗଣ୍ତାବାହାଲି କମିଟିର ସଭାପତି ମହେଶ୍ବର ମେହେର, ସଂପାଦକ ନିରଞ୍ଜନ ମେହେର, ଭୁବନେଶ୍ୱର ମେହେର, ତ୍ରିନାଥ ମେହେର ଓ ସିନାପାଲି ଗ୍ରାମ୍ଯ କମିଟିର ଶିବ ପ୍ରସାଦ ମେହେର, ରାମକୃଷ୍ଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment