ନୂଆପଡା ୩୦|୩ (ଆଜତକ୍ ଓଡ଼ିଶା)କେମେରା ରେ କଏଦ ମଣିଷ ଖିଆ ଓ ବାଘର ଚିତ୍ର । ଗତ କିଛି ଦିନ ହେଲା ଆତଙ୍କ ଖେଲାଇଥିବା ମଣିଷ ଖିଆ କଲରାପତରିଆ ବାଘ ର ଚିତ୍ର କେମେରା ରେ କଏଦ ହୋଇଛି ।ସୁନାବେଡ଼ା ଅଭୟାରଣ୍ୟ ର ଜଳ ମଡ଼େଇ ଗାଁ ରେ ଆତଙ୍କ ଜାରି ରଖିଥିଲା ବାଘ ।ବନ ବିଭାଗ ଦ୍ବାରା ବାଘର ଗତିବିଧି କୁ ନଜର ରଖିବା ପାଇଁ ଖଞ୍ଜା ଯାଇଥିବା କେମେରା ରେ କଏଦ ହୋଇଛି ଚିତ୍ର ।ଏହା କଲରାପତରିଆ ବାଘ ବୋଲି ସ୍ପଷ୍ଟ ଜଣା ପଡ଼ିଛି ।ପୂର୍ବରୁ ଜଳ ମଡ଼େଇ ଗାଁ ର ବୃଦ୍ଧା ମହିଳା ସାନମତି ବାରିକ କୁ ଘରୁ ଟେକି ଶିକାର କରିଥିଲା ଏହି ମଣିଷ ଖିଆ ବାଘ ।ସେହିପରି ଜିଲ୍ଲାର ତରିଆ ମହୁଅଭଟା ଗାଁ ରେ ଘରୁ ବାଛୁରୀ ଏବଂ ଗାଈ କୁ ଟେକି ନେଇ ଶିକାର କରୁଥିଲା ବାଘ। ଏହା ପରେ ଗାଁ ରେ ଆତଙ୍କ ଦେଖାଇଥିଲା ବାଘ ।ବର୍ତ୍ତମାନ କେମେରା ରେ ଚିତ୍ର କଏଦ ହେବା ପରେ ବନ ବିଭାଗ ତରଫରୁ ବାଘ ର ଗତିବିଧି କୁ ନଜର ରଖାଯାଇଛି ।

Post a Comment