ମନମୁଣ୍ଡା : ୩୦|୩ (ସୁଶାନ୍ତ କୁମାର ବେହେରା) ମନମୁଣ୍ଡା ପୋଲିସ ର ବଡ଼ସଫଳତା ୧୫ କୁଇଣ୍ଟାଲ ୫୦ କେଜି ଗଂଜେଇ, ଦେଶୀ ବନ୍ଧୁକ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ କରିଛି। ସୂଚନା ମତେ ସଗଡା ପାଣ୍ଡୀ ଅନ୍ତର୍ଗତ ସେସକାପଡା ଜଙ୍ଗଲ ନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ଏସ ପି. ରାଜ ପ୍ରସାଦ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ ଚଢ଼ାଉ କରି ଗଂଜେଇ ଜବତ ସହ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ!ଉକ୍ତ କାରବାର ରେ ସାମିଲ ଥିବା ଅଭିଯୁକ୍ତ ମାନେ ହେଲେ ବାରକୁଠିଳି ଗ୍ରାମର ବବି କଆଁର ଓ ରୁଗୁଡିକନପା ଗ୍ରାମର ଦୁଃଶାସନ ସାହୁ। ଗିରଫ ହେଲା ପରେ ଦୁଇ ଅଭିଯୁକ୍ତ ଙ୍କୁ କେଶ ନୋ ୯୦/୨୩ ଏକ ମାମଲା ରୁଜୁ କରି କୋଟ ଚାଲାଣ ନେଇ ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପଧାନ ସୂଚନା ଦେଇଛନ୍ତି । ଏପଟେ ପ୍ରତିଦିନ ବିଭିନ୍ନ ଗଣ ମାଧ୍ୟମ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ରେ ଗଂଜେଇ ଚୋରା ଚାଲାଣ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ହେଉଥିବା ବେଳେ ବୌଦ୍ଧ ଅବକାରୀ ବିଭାଗ ସୁପ୍ତ ହେବାକୁ ବସିଛି। ପ୍ରତିଦିନ ପୋଲିସ ହାତରେ ଧରା ଦେଉଛି ଗଂଜେଇ ଚୋରା ଚାଲାଣ ଅପରାଧୀଓ ବ୍ୟବହୃତ ଗାଡି । ଅବକାରୀ ବିଭାଗ କରୁଛି କଣ ? ଅବକାରୀ ବିଭାଗ ର କାର୍ଯ୍ୟ ଶୈଳୀ କୁ ସାଧାରଣରରେ ସନ୍ଦେହ ର ଚର୍ଚ୍ଚା ଚାଲିଛି।

Post a Comment